logo
add image
ଶାନ୍ତି ନିକେତନ ଦଳ ଇଲେଭେନ ଷ୍ଟାରକୁ ହରାଇ ଚଂମ୍ପିଆନ

ଶାନ୍ତି ନିକେତନ ଦଳ ଇଲେଭେନ ଷ୍ଟାରକୁ ହରାଇ ଚଂମ୍ପିଆନ

ସୁବର୍ଣ୍ଣପୁର/ ୨୭/୧୨/ (ଆଧାର ମିଡ଼ିଆ) ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁରରେ ୨୧ତମ ଚଂମ୍ପିଆନ ଟ୍ରଫିଉଦଘାଟିତ ହୋଇଛି। ଏଥିରେ ଗ୍ରାମର ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ ଆଠଟି ଦଳ ହେଲା ନ୍ୟୁ ଟିମ,ଆଦିବାସୀ କ୍ଳବ,ଶାନ୍ତିନିକେତନ, ୟଙ୍ଗ ଷ୍ଟାର,କାରଗିଲ ଇଲେଭେନ ଷ୍ଟାର,ଲଭଲି, ଯବାନ,ଏହି ଆଠଟି ଦଳ ମଧ୍ୟରୁ ଶାନ୍ତିନିକେତନ ଏବଂ ଇଲେଭେନ ଷ୍ଟାର ଫାଇନାଲ କୁ ପହଞ୍ଚିଥିଲେ,ଶାନ୍ତିନିକେତନ ଦଳ ପ୍ରଥମେ ବେଟିଂ କରି ଦଶ ଓଭର ରେ ୮୫ ରନ କରିଥିଲେ। ଫାଇନାଲ ଖେଳରେ ଇଲେଭେନଷ୍ଟାର ଏବଂ ଶାନ୍ତିନିକେତନ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶାନ୍ତିନିକେତନ ଦଳ ଇଲେବଭେନଷ୍ଟାରକୁ ୨୫ ରନରେ ହରାଇ ଚଂମ୍ପିଆନ ହୋଇଥିଲେ ।ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଂଚ ପ୍ରଶାନ୍ତ ସାହୁ ଯୋଗଦେଇ ବିଜେତା ଉପ ବିଜେତା ଦଳକୁ ନଗଦ ଅର୍ଥ ରାଶି ସହ ପୁରସ୍କୃତ କରିଥିଲେ। ।

Recent Comments

Leave Comments

Top