logo
add image
ନୟାଗଡ଼ରେ ଦେଶୀ ବନ୍ଧୁକ କାରଖାନା ଠାବ । ଗୋଟିଏ ବନ୍ଧୁକ ୩ଟି ତିଆରି ବନ୍ଧୁକ ଓ ଯନ୍ତ୍ରାଂଶା ଜବତ,ଜଣେ ଗିରଫ।

ନୟାଗଡ଼ରେ ଦେଶୀ ବନ୍ଧୁକ କାରଖାନା ଠାବ । ଗୋଟିଏ ବନ୍ଧୁକ ୩ଟି ତିଆରି ବନ୍ଧୁକ ଓ ଯନ୍ତ୍ରାଂଶା ଜବତ,ଜଣେ ଗିରଫ।

ଖୋର୍ଦ୍ଧା/ନୟାଗଡ,୩୦/୧୦/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ କୁମାର ସ୍ବାଇଁ)ନୟାଗଡ଼ ଜିଲ୍ଲାରେ ରେ ଦେଶୀ ବନ୍ଧୁକ କାରଖାନା ଠାବ କଲା ନୟାଗଡ ପୋଲିସ।ନୟାଗଡ଼ ସଦର ଥାନା ମାଳିସାହିରେ ଚଢ଼ାଉ କରି ଗୋଟିଏ ବନ୍ଧୁକ ସହ ଚାଲିଥିବା ୩ଟି ହାତ ତିଆରି ବନ୍ଧୁକ ଜବତ କଲା ନୟାଗଡ଼ ସଦର ଥାନା ପୋଲିସ।ଏହି ଘଟଣାରେ ନୟାଗଡ଼ ସଦର ଥାନା ମାଳିସାହିର କାବୁଲି ମହାରଣାଙ୍କୁ ଗିରଫ କରିଛି ପୋଲିସ।ସେ ପୁର୍ବରୁ ବେଆଇନ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ୨ ଥର ଜେଲ ଯାଇଥିଲା ବୋଲି ପୋଲିସ ସୂତ୍ରରୁ ପ୍ୟାକେଜ ହୋଇଛି।ଗୋଟିଏ ବନ୍ଧୁକ ପିଛା ୧୦ହଜାରରୁ ଉର୍ଦ୍ଧ ଟଙ୍କାରେ ବିକ୍ରି କରୁଥିବା ଜଣାପଡିଛି।ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଚଢ଼ାଉ କରିଥିଲେ।ଦେଶୀ ଚୋରା ବନ୍ଦୁକ୍ କାରଖାନା କରିଥିବା ଓ ଚୋରାରେ ବନ୍ଧୁକ ବିକ୍ରି କରାଯାଉଥିବା ଉପରେ ଚଢ଼ାଉ କରିବା ନେଇ ନୟାଗଡ଼ ଏସପି  ଏସ ସୁଶ୍ରୀ ସୂଚନା ଦେଇଛନ୍ତି।ତେବେ ଜବତ କରାଯାଇଥିବା ଓ ଗିରଫ କରିବାରେ ପୋଲିସର ଅଧିକ ତଦନ୍ତ ଜାରୀ ରଖିଛି।

Recent Comments

Leave Comments

Top