logo
add image
୧୨୨ ବର୍ଷ ବୃଦ୍ଧାକୁ ସମ୍ବର୍ଦ୍ଧିତ କଲେ ଓଡିଶା କେୟୁଡବ୍ଲୁଯେ ସାମ୍ବାଦିକ ସଂଘର ସମ୍ପାଦକ ।

୧୨୨ ବର୍ଷ ବୃଦ୍ଧାକୁ ସମ୍ବର୍ଦ୍ଧିତ କଲେ ଓଡିଶା କେୟୁଡବ୍ଲୁଯେ ସାମ୍ବାଦିକ ସଂଘର ସମ୍ପାଦକ ।

ପିପିଲି ୨୬/୧୦/୨୦୨୪( ଆଧାର ମିଡ଼ିଆ )ପିପିଲି ଅଧୀନ ଗୁନ୍ଥଳ ଗ୍ରାମରେ ଜଣେ ୧୨୨ ବର୍ଷର ବୃଦ୍ଧାଙ୍କୁ ରବିବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି ଓଡିଶା କେ ୟୁ ଡବ୍ଲୁ ଯେ ସାମ୍ବାଦିକ ସଂଘର ସମ୍ପାଦକ ତଥା ପିପିଲି ପେସାଦାର ସାମ୍ବାଦିକ ସଂଘର ସଭାପତି ରାଜକିଶୋର ସ୍ୱାଇଁ. ଶ୍ରୀ ସ୍ୱାଇଁ ଦିନ ୧୦ ଘଟିକା ସମୟରେ ଗୁନ୍ଥଳ ଗ୍ରାମରେ ପହଞ୍ଚି ବୃଦ୍ଧାଙ୍କ ବାସଭବନକୁ ଯାଇ ବୃଦ୍ଧାଙ୍କ ଆଶ୍ରିବାଦ ନେବା ସହିତ ଉତ୍ତରୀୟ ପ୍ରଦାନ କରି ଥିଲେ।ସେହି ସମୟରେ ବୃଦ୍ଧା ଜଣକ ଆସନ୍ତା ଆଲୋକର ପର୍ବ ଦୀପାବଳି ଦିନ ବାଣ ନଫୁଟାଇ ସେହି ଦିନ ସମସ୍ତ ଜନସାଧାରଣ ଗୋଟାଏ ଲେଖାଏଁ ବୃକ୍ଷ ରୋପଣ କରିବା ଉଦେଶ୍ୟରେ ଏକ ଗଛ ପ୍ରଦାନ କରି ଥିଲେ ଶ୍ରୀ ସ୍ୱାଇଁଙ୍କୁ ,ଏହି ମହତ୍ୱ କାର୍ଯ୍ୟ ଶ୍ରୀ ସ୍ୱାଇଁଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ବିଭିନ୍ନ ମହଲରୁ ପ୍ରଶଂସାର ସ୍ରୋତ ଛୁଟିବାର ଲାଗିଅଛି ।ଏହି ସମୟରେ ବୃଦ୍ଧାଙ୍କ ସପରିବାର ସଦସ୍ୟ ମାନେ ଉପସ୍ଥିତ ଥିବା ବେଳେ ଆଇନଜୀ ବିଚିତ୍ର ଭୂଷଣ ମହାପାତ୍ର ଉପସ୍ଥିତ ରହିଥିଲେ ।

Recent Comments

Leave Comments

Top