ଵିଷମକଟକ/୧୬/୨/୦୨୬/ଆଧାର ମିଡ଼ିଆ-କାଷିନାଥ ପାଳ)-ପ୍ରେମ ଏମିତି ଏକ ସମ୍ପର୍କ ସେମାନେ ନାହିଁ ବୟସ କି,ବାଧା ବିଘ୍ନ,ସ୍ଥାନ କାଳପାତ୍ର,ଜଣେ ସଚୋଟ ପ୍ରେମିକର ଅନାବିଳ ପ୍ରେମର ପ୍ରେମିକାକୁ ପରିଚୟ ଦେବାକୁ ଯାଇ ୪ କିମି ଦୂର ଦଣ୍ଡ ପ୍ରଣାମରେ ଶିବରାତ୍ରଦିନ ଶିବଦର୍ଶନ କରି ଅଞ୍ଚଳରେ ନିଖୁଣ ଉଦାହରଣ ସୣଷ୍ଟି କରିଛନ୍ତି ଜଣେ ଯୁବକ। ଏଘଟଣାଟି କୈଣସି ମନଗଢା କାହାଣୀ କି ଗପନୁହେଁ ଏହେଉଛି ଜଣେ ଉଚ୍ଚଶିକ୍ଷିତ କଂମ୍ପାନୀ ଚାକିରୀଆ ଯୁବକର ଅନାବିଳ ପ୍ରେମର ପ୍ରତ୍ୟେକ୍ଷ ଚିତ୍ର।ଏବେ ଏଭଳି ସଚ୍ଚା ପ୍ରେମର ଦୣଶ୍ୟଦେଖି ଆଚମ୍ଵିତ ହେଉଛନ୍ତି ଦର୍ଶକ।
ଏଘଟଣାଟି ହେଉଛି ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଉପାନ୍ତ ଇଛାପୁରୁ ପଞ୍ଚାୟତ ଡାଙ୍ଗୁବାଡି ଗାଁର। ଏହି ଗ୍ରାମର ଲେ।କନାଥ ଡଙ୍ଗରୀ ଜଣେ ଉଚ୍ଚ ଶିକ୍ଷିତ. ସେ ଚେନାଇରେ ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟକରନ୍ତି। ଶୁଣିବାକୁ ମିଳୁଛି ଏହି ଅଞ୍ଚଳରେ ଜଣେ ଝିଅକୁ ଲେକନାଥ ପ୍ରେମକରି ଆସୁଥିଲେ। କୈ।ଣସି କାରଣ ବସତ ଉଭୟଙ୍କ ମଧ୍ୟରେ କୁଆଡେ ମନମାଳିନ୍ୟ ହେ।ଇ ସେମାନଙ୍କ ପ୍ରେମର ଭଟ୍ଟା ପଡିଯିଵା ଆଶଙ୍କା କରିଥିଲା. ପ୍ରେମିକ ଲେ।କନାଥ। ନିଜକୁ ପ୍ରେମିକା ନିକଟରେ ସଚ୍ଚା ପ୍ରେମିକର ପରିଚୟ ଦେଇ ପ୍ରେମିକାକୁ ନିଜରକରି ଭଵିଷ୍ୟତ ଗଢିବା ଚିନ୍ତା ଘାରିଥିଲା। ଶେଷରେ ବିଲ୍ବମଙ୍ଗଳ ପରି ପ୍ରେମିକାକୁ ସଦବୁଦ୍ଧି ଦେଇ ଵିଶ୍ବାସ ଜନ୍ମାଇବା ଲେ।କନାଥର ଲକ୍ଷଥିଲା।
ସେଥିପାଇଁ ଅଭିନଵ ଉପାୟରେ ଶନିବାର ରାତିରୁ ୪କିମି ବାଟ ଲୁଗାପକାଇ ଦଣ୍ଡ ପ୍ରଣାମକରି ଅମ୍ବାଦଳା କପିଳେଶ୍ଵର ମନ୍ଦିରରେ ପହଞ୍ଚି ଜାଗରଦିନ ଶିବଦର୍ଶନ କରି ପ୍ରେମିକ ଓ ପ୍ରେମିକା ଉଭୟ ମିଳାମିଶା ହେ।ଇ ସୁନାର ସଂସାର ଗଢିବାକୁ ଶିବଙ୍କ ନିକଟରେ ପ୍ରାର୍ଥନା କରି ଆଶ୍ରିବାଦ ନେଇଥିଲେ ଲେକନାଥ ଏଵଂ ତାଙ୍କର ପରିଵାର ଲେ।କ। ଏପରି ଦୣଶ୍ୟ ଦେଖି ବିଭିନ୍ନ ଲେକମାନଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା। ହେଲେ ଲେକନାଥଙ୍କର ଏହି ଦଣ୍ଡ ପ୍ରଣାମରେ ବାପା ମା ସହଯୋଗ କରି ବାଟସାରା ଲୁଗାଵିଛାଇ ମନ୍ଦିର ପରିସରରେ ପହଞ୍ଚିଥିଲେ। ଦେଖାଯାଉ ପ୍ରଭୁ କପିଳେଶ୍ଵର ଦେବ ଏହି ସଚ୍ଚା ପ୍ରେମିଯୁଗଳଙ୍କୁ ଆଶୀଷ ପ୍ରଦାନ କରି ସେମାନଙ୍କ ସୁଖର ଭଵିଷ୍ୟତ ଗଢିବାରେ ସହାୟ ହୁଅନ୍ତୁ।
Recent Comments