logo
add image
ମୁନିଗୁଡାରେ କଂଗ୍ରେସର ମିଶ୍ରଣପର୍ବରେ ଶତାଧିକା ମହିଳା ଓ ପୁରୁଷ କଂଗ୍ରେସରେ ସାମିଲି.

ମୁନିଗୁଡାରେ କଂଗ୍ରେସର ମିଶ୍ରଣପର୍ବରେ ଶତାଧିକା ମହିଳା ଓ ପୁରୁଷ କଂଗ୍ରେସରେ ସାମିଲି.

ବିଷମକଟକ/୧୨/୧/୨୬/(ଆଧାର ମିଡ଼ିଆ-କାଷିନାଥ ପାଳ)-ନିକଟରେ ଯାଇଥିଵା ବିଧାନସଭା ନିର୍ବାଚନରେ କଂଗ୍ରେସର ସେ।ଚନୀୟ ପରାଜୟ ଘଟିଯାଇଛି। ହେଲେ ରାୟଗଡା ଜିଲ୍ଲାରେ ବିଜେଡି ବିଜେପିର ଅର୍ଥଵଳ ବାହୁଵଳକୁ ଖାତିରି ନକରି କଂଗ୍ରେସର ପ୍ରାର୍ଥୀମାନେ ନିଜର ଲେକସମ୍ପର୍କ ଓ ଜନସେବକ ଦୣଷ୍ଟିରୁ ଜିଲ୍ଲାରେ କଂଗ୍ରେସ ବିଧାୟକ ମାନେ ପତିଆରା ଯାହିରିକରି ରାଜ୍ୟରେ ଗର୍ଵ ଅନୁଭବ କରିପାରିଛନ୍ତି। ଯାହାଫଳରେ ଲେକମାନେ କଂଙ୍ଗ୍ରେସ ଦଳପ୍ରତି ଆକୣଷ୍ଟ ହେଇ   ଆଜି ମୁନିଗୁଡା ବ୍ଲକରେ ଵିଭିନ୍ନ ପଞ୍ଚାୟତରୁ ଶହଶହ ଲେ।କ ଧାଇଁଆସିଛନ୍ତି.ବିଧାୟକଙ୍କ ଉପସ୍ଥିତିରେ କଙ୍ଗ୍ରସ ଦଳରେ ମିଶିବାକୁ। ଏହି ପରିପ୍ରେକ୍ଷୀରେ ମୁନିଗୁଡା ବ୍ଲକ କଂଙ୍ଗ୍ରେସ ସଭାପତି ଶ୍ରୀ ନୀଳାମ୍ଵର ଵିଭାର ଓ ବିଧାୟକଙ୍କ ପ୍ରତିନିଧୀ ମାନସ ରଞ୍ଜନ ଵେହେରାଙ୍କ ମିଳିତ ଉଦ୍ୟମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧୀକ ପୁରୁଷ ଓ ମହିଳାକର୍ମୀ ବିଜେପି ଓ ବିଜେଡି ଛାଡି କଙ୍ଗ୍ରେସର ମିଶ୍ରଣ ପର୍ଵରେ ଯେ।ଗଦେଇଛନ୍ତି। ଦଳପରିତ୍ୟାଗ କରି କଂଗ୍ରେସରେ ମିଶିଥିବା କର୍ମୀ କହିଛନ୍ତି ଆମେ ଵିଜେଡି ବିଜେପି ଦଳରେ ରହି ଅଣନିଶ୍ବାସ ହେ।ଇଯାଇଥିଲୁ। ସେ ଦଳରେ କିଏ ସରକାରୀଦଳ ଖାତିରିରେ ନିଜ ପିଲାକୁ ଉନ୍ନୟନ କାମଦେଇ ଅଞ୍ଚଳକୁ ଅନୁନ୍ନତ କରିବା ଉଦ୍ଦେଶ୍ୟରଖି ନିଜସ୍ବାର୍ଥ ଦେଖୁଥିଲେ। ସେହିଭଳି ବିଜେଡି ଦଳ କହିଲେ ମୁନିଗୁଡା ଓ ଆମ୍ଵାଦଳାର କେଇଜଣଙ୍କୁ ବୁଝାଏ। ସେମାନେ ମନ୍ତ୍ରୀଙ୍କ ପାଖଲେ।କ ହେ।ଇ ନିଜସ୍ଵାର୍ଥ ପାଇଁ ଲାଗିପଡନ୍ତି। ଏପରି ଅନ୍ୟାୟ ଅତ୍ୟାଚାରକୁ ବରଦାସ୍ତ ନକରି କଂଙ୍ଗ୍ରେସ ଦଳର ନୀତିଆଦର୍ଶ ଏଵଂ ଆମର ଲେ।କପ୍ରୀୟ ଵିଧାୟକ ନୀଳମାଧକ ହିକକାଙ୍କ ଲେ।କଙ୍କ ସେଵାରେ ଯେମିତି ନିଜକୁ ଉତ୍ସର୍ଗୀକୃତ ହେଇଛନ୍ତି,ତାଙ୍କ ଆଦର୍ଶରେ ଅନୁ ପ୍ରାଣିତ ହେ।ଇ ଆମେ କଂଗ୍ରେସରେ ଯେ।ଗଦେଲୁ।
ଏହିମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀଯୁକ୍ତ ହିକକା ମୁଖ୍ୟ ଅତିଥିଭାବେ ଯେ।ଗଦେଇ ଆଗନ୍ତୁକ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଅଞ୍ଚଳପାଇଁ ବିଧାୟକଙ୍କ ସହିତ ମିଶି ଉନ୍ନତି ମୂଳକ କାର୍ଯ୍ୟ କରିଵେବେ।ଲି ନୂତନକର୍ମୀ ଆଗ୍ରହର ସହିତ ମତପ୍ରକାଶ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁନିଗୁଡା ସରପଞ୍ଚ ସରସ୍ବତୀ ଶବର,ଵ୍ଲକ ସଭାପତି ନୀଳାମ୍ଵର ଵିଭାର,ସାଂସଦ ପ୍ରତିନିଧି ରଜନୀକାନ୍ତ ପାଡାଲୁ,ଜିଲ୍ଲା ଏସିଏସଟି ସେଲର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଲକା,ବିଧାୟକ ପ୍ରତିନିଧି ମାନସ କୁମାର ବେହେରା,ସମିତିସଭ୍ୟ ଅନଙ୍ଗ ନାଗ ଓସମିତି ସଭ୍ୟା ମମତା ପ୍ରାସ୍କାକା ପ୍ରମୁଖ ମଞ୍ଚାସିନ ଥିବାବେଳେ ଵହୁସଂଖ୍ୟାରେ କଂଙ୍ଗ୍ରେସ କର୍ମୀ ଉପସ୍ଥିତ ଥିଲେ। ପରେ ଲେକ ମାନେ ଵିଧାୟକଙ୍କୁ ଅନୁରେଧ କରିଥିଲେ ଯେ ନିମ୍ନମାନର ହେ।ଇଥୀବା ପାର୍କ,ଖେଳପଡିଆ ଆଦୀ ଅଳ୍ପଦିନରେ। ଭଗ୍ନାବସ୍ଥା ହେ।ଇଥିବାରୂ ତାହା ପୁନରୁର୍ଦ୍ଧାର କରିବାକୁ ବିଧାୟକ ଶ୍ରୀଯୁକ୍ତ ହିକକା ଚେଷ୍ଟା କରିଵେ ବୋଲି କହିଥିଲେ।

Recent Comments

Leave Comments

Top