logo
add image
ଅବ୍ୟବସ୍ତା ଘେରରେ ବିଷମ କଟକ ଚଇତି ୨୦୨୫ .

ଅବ୍ୟବସ୍ତା ଘେରରେ ବିଷମ କଟକ ଚଇତି ୨୦୨୫ .

ବିଷମକଟକ/ରାୟଗଡା/୧୫/୧୨/୨୦୨୫/(ଆଧାର ମିଡ଼ିଆ-ରିପୋର୍ଟ-କାଷିନାଥ ପାଳ)- ‎‎ରାୟଗଡା ଜିଲ୍ଲା ବିଷମକଟକ ସଦର ମହକୁମାସ୍ଥିତ ଆଇ ଓ ବି ବେଙ୍କ୍ ୟଙ୍ଗଷ୍ଠାର ଷ୍ଟାଡୀୟମ୍ ଠାରେ ହୋଇଥିବା ଚଇତି ମହୋତ୍ସବରେ ଅନୀୟମୀୟତା ଦେଖିବାକୁ ମିଳିଛି ବଡ ଦୁଃଖଦ ଓ ପରିତାପର ବିଷୟ. ପୁଣି ବିଷମକଟକର ଇଷ୍ଟଦେବି ମାଁ ମାର୍କମାଙ୍କୁ ମଧ୍ୟ ଚଇତି ଦେଖିବାକୁ ମିଳିନଥିଲା.ଏହା ବିଷମକଟକ ଜନ ସାଧାରଣଙ୍କ ପାଇଁ ଲଜ୍ଜ୍ୟା, ନିନ୍ଦିତ ଓ ଅସମ୍ମାନ ନୁହେଁ କି? ପ୍ରଥମେ ଇଷ୍ଟଦେବି ମାଁ ମାର୍କମାଙ୍କ ଦିବ୍ୟଜୈତି କୁବି ସ୍ଥାନଦେଇ ଚଇତି ଶୁଭାରମ୍ଭ କରାଯାଉଥିଲା. ଦିବ୍ୟଜୈତି ବି ଦେଖିବାକୁମିଳିନାହିଁ ଚଇତିରେ ମାରାଥନ୍ ଦଉଡ ମଧ୍ୟ ଦେଖିବା ମିଳିନାହିଁ. ଚଇତି ରଥ ଜାହାକି ଦୁଇଦିନ ଆଗରୁ ବୁଲିବାକଥା ତାହାବି ଦେଖିବାକୁ ମିଳିନାହି ଏହି ବିଷୟରେ ବିଡିଓଙ୍କୁ ପଚାରିବାରୁ ମନାକରି ଚାଲିଜାଇଥିଲେ ବିଷମକଟକ ବ୍ଲକ ୱେବ ମିଡ଼ିଆ ସଂଘର ସଭାପତି ବିଦ୍ୟାଧର ପ୍ରଧାନୀ କହିଛନ୍ତି ଯେ କଳା ଓ ସାଂସ୍କୃତିର ସଙ୍ଗମ ପରିଚୟ ଲୋକ ମହୋତ୍ସବ ଚଇତି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକମାନେ ଏହି ଚଇତି ଉତ୍ସବର କଳା ଓ ସଂକୃତିର ପ୍ରତିଭାକୁ ଗଣମାଧ୍ୟମରେ ପ୍ରଚାର-ପ୍ରସାର ସହ ଲୋକକଳାକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଲୋକାଭିମୁଖୀ ପହଞ୍ଚାଇବାରେ ମୁଖ୍ୟ ଭୂମିକା ନିର୍ବାହ କରଥାନ୍ତି। ତଥାପି ବିଷମକଟକ ଚଇତି ଉତ୍ସବରେ ଏସବୁ ଅନିୟମିତତା ପାଇଁ  ବିଷମ କଟକ ବ୍ଲକର ଅଧକ୍ଷା ଓ ଉପାଧକ୍ଷ ଏବଂ ୱେବ ମିଡ଼ିଆ ସଂଘର ସଭାପତି ବିଦ୍ୟାଧର ପ୍ରଧାନୀ ମଧ୍ୟ ଦୁଃଖ ପ୍ରକାଶକରିଛନ୍ତି

Recent Comments

Leave Comments

Top