logo
add image
ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ପୁରୀ/୩୧/୧୦/୨୦୨୫(ଆଧାର ମିଡ଼ିଆ)ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ନିର୍ଦେଶ ଅନୁଯାଇ ୩୦.୧୦.୨୦୨୫ ରିଖରେ ଦିବା ୧୦.୦୦ ଘଟିକା ସମୟରେ ରେ ଅଁଳା ନବମୀ ଉପଲକ୍ଷେ ସତ୍ୟବାଦୀ ଗୋପାଳ ଜୀଉ ମନ୍ଦିର ନିକଟରେ ଜିଲ୍ଲା ଓ ଦୌରାଜଜ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ଦ୍ଵାରା ଏକ ଷ୍ଟଲ ଉଦ୍ଘାଟନ ହେବା ସହ ଆଇନ ସଚେତନତା ଶିବିର ଖୋଲାଯାଇଅଛି।ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀଙ୍କ ଉଦ୍ୟମରେ ତା ୩୦.୧୦.୨୦୨୫ ରୁ ତା ୦୨ ୧୧.୨୦୨୫ ତିନିଦିନ ଧରି ସଚେତନତା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହି ଶିବିର ପରିଚାଳନା ପାଇଁ ପାରା ଲିଗାଲ ସ୍ଵେଚ୍ଛାସେବୀ ମାନେ ନିୟୋଜିତ ହୋଇଛନ୍ତି। ଯାତ୍ରାକୁ ଆସୁଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ଆଇନ ସମ୍ପର୍କିତ ବା ପ୍ରାଧୁକରଣ ଅଧୁନିୟମ ୧୯୮୭ ରେ ଥ‌ିବା ବିଭିର୍ନ ଅଦା ସଚେତନତା କରାଇବା ସହ ଆଇନ ନ ସେବା ବିବ୍ଯବସ୍ଥାର ବ୍ୟବସ୍ଥାର ଉଦ୍ଦେଶ୍ୟ ও ଆଭିମୁଖ୍ଯ ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାକାରୀ, ଲୋକ ଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦, କର୍ମକ୍ଷତ୍ରରେ ମହିଳ ଳା ମାନଙ୍କ ପ୍ରତି ହେଉଥ‌ିବା ଯୌନ ଯୌନ ଉତ୍ପଡନର ପ୍ରତିରୋଧ ଓ ପ୍ରତି ପ୍ରତିକାର ଅନିୟମ ସମ୍ପର୍କିତ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ଏବଂ ହିତାକାରି ସେ ବିଷୟରେ ଆଲୋଚନା କରିଥିଲେ ବଂ ସେମାନେ କିପରି ଟୋଲ ଫ୍ରେ ନମ୍ବର ୧୫୧୦୦ ମାଧ୍ୟମରେ ନିଜର ବିଭିର୍ନ ସମସ୍ୟାର ଉପଯୁକ୍ତ ପରାମର୍ଶ ପାଇପାରିବେ ସେ ବିଷୟରେ ଆଲୋଚନା କରିବା ସହ ପ୍ରତେକ ବ୍ୟକ୍ତି ନିଜ ନିଜର । ଅଧିକାର ଏବଂ ମୌଳିକ କର୍ତବ୍ୟ ବିଷୟରେ ସଚେତନ ହେବା ଏ ଏବଂ ଅନ୍ୟମାନଙ୍କୁ ସଚେତନ ଇବା ଉଚିତ ବୋଲି ଜିଲ୍ଲା ଓ ଦୌରାଜଜ୍ ନିଜ ବକ୍ତବ୍ୟରେ ଉପସ୍ଥା ପସ୍ଥାପନ କରିଥିଳେ ଲେ। ଏହି ର୍ଯ୍ୟକ୍ରମରେ ସମସ୍ତ ଅଫିସର ଯୋଗ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିବାରେ ପୂର୍ବତନ ସତ୍ୟବାଦୀ ବ୍ଲକ ଲେବଲ ରିଟେନର ଶ୍ରୀ ପ୍ରଭାକର ମିଶ୍ର, ସନ୍ତୋଷ ବେହେରା,ଓକିଲ ଶ୍ରୀ ଉପେନ୍ଦ୍ର ବି ବିଶ୍ଵାଳ ଏବଂ ପ୍ରାଧିକରଣର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Recent Comments

Leave Comments

Top