ନବରଙ୍ଗପୁର/23/04/2022/ (ଆଧାର ଓଡିଶା ) (ନି:ପ୍ର ) ଆଜି ନବରଙ୍ଗପୁର ବ୍ଲକ ଚଟାହାଣ୍ଡି ପଞ୍ଚାୟତରେ ବ୍ଲକ ସ୍ତରିୟ ସ୍ଵାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ ମହୋଦୟ ଯୋଗ ଦେଇ ସ୍ଵାସ୍ଥ୍ୟମେଳାକୁ ଉଦଘାଟନ କରିଥିଲେ, ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ,ନବରଙ୍ଗପୁର ଜୋନ୍ ୧ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜୟମଣି ସମରଥ, ନବରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଶରତଚନ୍ଦ୍ର ଭତ୍ରା ଉପାଧ୍ୟକ୍ଷା, ନନ୍ଦିନୀ ସମରଥ ବାସିନୀ,ବଡ଼ମସିଗାଁ, ଚଟାହାଣ୍ଡିର ସରପଞ୍ଚ, ସମିତିସଭ୍ୟ,ନବରଙ୍ଗପୁର ବ୍ଲକ ସାଂସଦଙ୍କ ପ୍ରତିନିଧି ବାବୁଲି ମିଶ୍ର,ଡାକ୍ତର ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ-ଶେଫାଳି ପାଟନାଏକ )
Recent Comments