logo
add image
କୁହିବାହାଲ ଅଭ୍ୟୁତ ପଧାନଙ୍କ ଅନ୍ନପ୍ରାସନ ଉପଲକ୍ଷେ ରକ୍ତଦାନ ଶିବିର-୩ଜଣ ମହିଳାଙ୍କ ସହିତ ୩୦ୟୁନିଟ ରକ୍ତ ସଂଗୃହିତ

କୁହିବାହାଲ ଅଭ୍ୟୁତ ପଧାନଙ୍କ ଅନ୍ନପ୍ରାସନ ଉପଲକ୍ଷେ ରକ୍ତଦାନ ଶିବିର-୩ଜଣ ମହିଳାଙ୍କ ସହିତ ୩୦ୟୁନିଟ ରକ୍ତ ସଂଗୃହିତ

ବିନିକା/୭/୭/୨୦୨୪/ (ଆଧାର ମିଡ଼ିଆ )–ଆଜି ବିନିକା ବ୍ଳକ କୁହିବାହାଲ ଗ୍ରାମଶମ୍ଭୁ ପ୍ରସାଦ ପଧାନ ପତ୍ନୀ  ଅନିତା ପଧାନଙ୍କ ପୁତ୍ର ଅଭ୍ୟୁତଙ୍କ ଅନ୍ନ ପ୍ରାସନ ଉପଲକ୍ଷେ  ରକ୍ତଦାନ ଶିବର ଅନୁଷ୍ଟିତ ହୋଇଯାଇଛି. କୁହିବାହାର ଗ୍ରାମ ଗୋଟିଏ ଜୀବନ କୁଟୁମ,କୁହିବାହଲ ଗ୍ରାମବାସି ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସୃତି କମିଟି ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଅନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି. ଏହି ଶିବିରରେ ତିନିଜଣ ମହିଳାଙ୍କ ସହିତ ମୋଟ ୩୦ଜଣ ରକ୍ତଦାନ କରିଥିଲେଏ. ଅନ୍ନ ପ୍ରାସନ ଉପଲକ୍ଷେ ଅନୁଷ୍ଟିତ ହୋଇଥିବା ଏହି ନିଆରା ରକ୍ତଦାନ ଶିବର ପାଇଁ ଅଞ୍ଚଳ ଜନସାଧାରଣ ଭୁରିୟସି ପ୍ରଶନ୍ନସା କରିଥିଲେ.
ଏଥିରେ ଜୟନ୍ତ ପଧାନ, ଲିଲା ପଧାନ, ବୁଳୁ ପଧାନ, ହେମଲତା ପଧାନ, ପ୍ରିୟଙ୍କା ପ୍ରିୟ ଦର୍ଶନୀ ପଧାନ, ବସୁଧା ସରଭ୍ୟା ପଧାନ,ତ୍ବିବିକ୍ରମ ପଧାନ , ଭୂବନେଶ୍ବର ପଧାନ, ଗୋପିନାଥୁ ବିଶ୍ବାଳ, ପ୍ରଭାତ ବିଶ୍ବାଳ, ସୁକିତ ପଧାନ, କେଶବ ପଧାନ, ଦେବାନନ୍ଦ ପଧାନ, ମଗସିର କାଲସେ ,ଶିକୁ,ସିନ୍ଦୁ, ସିଲୁ, ପଦ୍ମିନୀ, ସୈାଦାମିନୀ,କାମିନି, ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୂଜାହାରୀ ,ଉପଦେଷ୍ଟା ସଦସ୍ୟ ନିଳମଣୀ ସାହୁ, ପଲସ୍ତି ସାହୁ ,ବିନିକା ସମ୍ବାଦ ପ୍ରତିନିଧି ଅକ୍ଷୟ କୁମାର ପୂଜାହାରୀ ପ୍ରମୁଖ ଉପସ୍ତିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ. ବୁଲ୍ଲା ଭିମସାର ରକ୍ତଭଣ୍ଡାର ମେଡ଼ିକାଲ ଅଫିସର ଡ଼ା. ମହେଶ କୁମାର ସାହୁ, ଦେବାଶିଷ ମିଶ୍ର, ମଣ୍ଟୁ ପଧାନ,ଜନକ ବେହେରା, ପାଇନୁ ଭୋଇ, ସଞ୍ଜିବ  ପ୍ରମୁଖ ରକ୍ତସଂଗ୍ରହ କରିଥିଲେ.
ରକ୍ତଦାତା ଜିବନ ଦାତା ଇଶ୍ବର ପଧାନ, ଉମେଶ କଲତା, ପଲସ୍ତି ସାହୁ, ହରିଶ୍ଚନ୍ଦ୍ର କାଲସେ, ପ୍ରଦିପ ପଧାନ, ରାଜୁ ନାଏକ ,ଶଙ୍କର ମେହେର, ଭୋଜରାଜ ମେହେର, ଶୁକୃ ସ୍ବାଇଁ ,ସାହିଲ ସାହୁ,ରିନୁ ସେଠ, ପରେଶ ବିଶ୍ବାଲ, ଘୁମୁଡ଼ୁ ବିଶ୍ବାଲ, ଉଦିଆଁ କାଲସେ, ନବିନ କୁମାର ବିଶ୍ବାଲ, ଲକ୍ଷ୍ମଣ ସାହୁ, ଦାମୋଦର ନାୟକ, ରସିକ ପଧାନ, ପଞ୍ଚାନନ ପଧାନ, ସାବଧାନ ପଧାନ, ବୁଲୁ ପଧାନ, ଲକ୍ଷ୍ମଣ କାଲସେ, ଏମ୍ ଶିବାଜୀ ଗଣେଶ, ସୈାଦାମିନୀ ଭୋଇ, ପୁରୁଷୋତ୍ତମ ସେଠ, ଦିଲିପ କୁମାର ସାହୁ, ନାରାୟଣ ବାଘ, କଲ୍ୟାଣୀ ମିଶ୍ର, ଅଜିତ ଭୋଇ, ପ୍ରକାଶ ସାହୁ ପ୍ରମୁଖ ରକ୍ତଦାନ କରିଥିଲେ.

Recent Comments

Leave Comments

Top