logo
add image
ବିନିକା : ଗ୍ରନ୍ଥାଗାରୀକ ଗରିବ ସେଲମାଙ୍କ ଅବସର କାଲିନ ସମ୍ବର୍ଦ୍ଧନା ଉପଲକ୍ଷେ ରକ୍ତଦାନ ଶିବିର ୨୦ ୟୁନିଟ ରକ୍ତ ସଂଗୃହିତ ।

ବିନିକା : ଗ୍ରନ୍ଥାଗାରୀକ ଗରିବ ସେଲମାଙ୍କ ଅବସର କାଲିନ ସମ୍ବର୍ଦ୍ଧନା ଉପଲକ୍ଷେ ରକ୍ତଦାନ ଶିବିର ୨୦ ୟୁନିଟ ରକ୍ତ ସଂଗୃହିତ ।

 

ବିନିକା ତା୩୦/୩/୨୦୨୪ (ଆଧାର ମିଡ଼ିଆ)ଆଜି ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ଗ୍ରନ୍ଥାଗାରୀକ ଗରିବ ସଲମାଙ୍କ ଅବସର କାଲିନ ସମ୍ବର୍ଦ୍ଧନା ଉପଲକ୍ଷେ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନା ଓ ସମ୍ବାଦ ଆମ ଓଡ଼ିଶା ଅନୂକୁଲ୍ୟରେ ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଟିତ ହୋଇଯାଇଛି ।ଏହି ଶିବିରରେ ୨୦ ଯୁନିଟ ରକ୍ତ ସଂଗୃହିତ ହୋଇଥିଲା । ରକ୍ତଦାନ ଶିବର ପାଇଁ ଅଞ୍ଚଳ ଜନସାଧାରଣ ଭୁରିୟସି ପ୍ରଶନ୍ନସା କରିଥିଲେ ।ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷା ରେଖା ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ସମ୍ବର୍ଦ୍ଧନା ସଭାରେ ବୁର୍ଲ୍ଳା ଭିମସାର ସ୍ତ୍ରୀ ଓ ପ୍ରସୁତି ବି‌ଶେଷଜ୍ଞ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ମୂଖ୍ୟ ଅତିଥି-ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଧିରେନ୍ଦ୍ର କୁମାର ନାୟକ ମୂଖ୍ୟବକ୍ତା, ଭୂବନେଶ୍ବର ରାଜ୍ୟ ଗନ୍ଥାଗରୀକ ସଂଘ ସମ୍ପାଦକ ଗଣେଷ ଚନ୍ଦ୍ର ରାଉତ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଜୟାନନ୍ଦ ପାଣିଗ୍ରାହି ଓ ତପସ୍ପିନି ମେହେର,ସୋନପୁର ଜିଲ୍ଲା ରାଜ୍ୟ ଗନ୍ଥାଗରୀକ ସଂଘ ସଭାପତି ଦିଲ୍ଲିପ କୁମାର ସାହୁ, ବିନିକା ମହିଲା କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ପଞ୍ଚାନନ ସାହୁ, ବାଉଁଶୁଶି ଶ୍ରୀ ଜଗନ୍ନାଥ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ବନବିହାରି ମିଶ୍ର ,ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗ୍ରନ୍ଥାଗାରିକ ଶ୍ରୀ ସାଲମାଙ୍କ ଦିର୍ଘବର୍ଷ ଚାକିରି ଜିବନ ଗାଥା ଗାନ କରିଥିଲେ ।ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ଆସି ରକ୍ତ ସଂଗହ କରିଥିଲେ । ମହାବିଦ୍ୟାଳ ଅଧ୍ୟାପକ ଧନେଶ୍ବର ସାହୁ ମଞ୍ଚ ପରିଚାଳନା କରିଥିଲାବେଲେ ମହାବିଦ୍ୟାଳୟ ନାରାୟଣ ଚୈାଧୁାରୀ ଧନ୍ୟବାଦ ଅର୍ପଣ କରିଥିଲେ ।ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ ବିଶ୍ବନାଥ ମିଶ୍ର,ମନୋଜ ମେହେର ,ଅଭିଲାଶ ମିଶ୍ର , ଭୁବନେଶ୍ବର ପଧାନ, ଗୀତାଞ୍ଚଳି ମିଶ୍ର, ବିଜୟ ବରାଇ, ପ୍ରଦିପ ବାଘ, ହାଡ଼ୁ ମେହେର ସମେତ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଓ ଡ଼ିଗ୍ରୀ ମହାବିଦ୍ୟାଳ ସମସ୍ତ କର୍ମଚାରି ଓ ରାଜ୍ୟ ଗ୍ରନ୍ଥାଗାରି ସଂଘ କର୍ମକର୍ତ୍ତା ଓ ଅଞ୍ଚଳର ଗ୍ୟାନି ଗୁଡ଼ି ଉପସ୍ତିତ ସହଯୋଗ କରିଥିଲେ । ରକ୍ତଦାତା ଜିବନଦାତା ସୁନ୍ଦରମଣି ଝାଙ୍କର,ସ୍ୟାମ ସୁନ୍ଦର ମେହେର, ସନାତନ ପଣ୍ଡା,ସୁମନ୍ତ ମହାକୁର,ମୁନା ମିଶ୍ର,ଅଭିଲାଷ ମହାକୁର,ସବିତା ପଣ୍ଡା,ଗୋପାଲଜି ସାଲମା,ସ୍ବାଧିନ ବାରିକ,ମୁକୁନ୍ଦ ସୁନା,ଛାୟାକାନ୍ତ ସୁନା,ସତ୍ୟବାନ ପଧାନ,ରାମଗୋପାଳ କଅଁର,ଅଭିନାଶ ନାୟକ,ଚିମ୍ନୟ ମହାକୁର,ଅଞ୍ଜୁଲତା ମିଶ୍ର,ଅଭିଲାସ ମିଶ୍ର,ମନିଶ ଆଚାର୍ଯ୍ୟ,ଜନକ କୁମାର ମିଶ୍ର,ବିପ୍ର ମହାନନ୍ଦ ।

Recent Comments

Leave Comments

Top