logo
add image
ଧର୍ମ ପରାୟଣ ମହିଳା ଟିକେନନି ଦରୱାନ ଙ୍କ ଦେହାନ୍ତ ।

ଧର୍ମ ପରାୟଣ ମହିଳା ଟିକେନନି ଦରୱାନ ଙ୍କ ଦେହାନ୍ତ ।

 

ସୋନପୁର ତା ୨୯/୦୩/୨୦୨୪ (ଆଧାର ମିଡ଼ିଆ)ଆଜି ସନ୍ଧ୍ୟା ସମୟରେ ସୋନପୁର ମଝିପଡ଼l ର ଧର୍ମ ପରାୟଣ ମହିଳା ତଥା ସୋନପୁର ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏସନ୍ ସମ୍ପାଦକ ସତ୍ୟ ନାରାୟଣ ଦରୱାନ ଙ୍କ ମାତା ଟିକେନନି ଦରୱାନ (୬୨) ଙ୍କ ମୃତ୍ୟୁ ଘଟିଛି l ଏହି ଖବରରେ ମଝିପଡ଼l ସମେତ ସାରା ସହରରେ ଶୋକର ଛାୟା ଖେଳି ଯାଇଛି lପ୍ରାକ୍ତନ ନଗରପlଳ କଇରୁ ସ୍ବାଇଁ, ମଝିପଡ଼l ର କାଉନସିଲର ପୀୟୁଷ ପଣ୍ଡା ଓ ରlମଧୁନ କ୍ଳବ୍ ଓ କାଳୀ ପୂଜା କମିଟି ର ସମସ୍ତ ସଦସ୍ୟ ଙ୍କ ସମେତ ଡ୍ରଗୀଷ୍ଟ କେମିଷ୍ଟ୍ ସଂଘର ସମସ୍ତ ସଦସ୍ୟ ଓ ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟ ଦରୱାନ ଙ୍କ ଅନ୍ତିମ୍ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଥିଲେ l ଶ୍ରୀମତୀ ଦର ୱାନ ଜଣେ ଧର୍ମ ପରାୟଣl ,ମେଲାପି ଓ ଆମୟିକ ମହିଳା ଭାବେ ପରିଚିତ ଥିଲେ l ଗତ ବର୍ଷ ରୁ କିଡନୀ ରୋଗ ରେ ପୀଡ଼ିତ ହୋଇ ଡ଼ାଇଲେଶିସ ହେଉଥିବା ଖବର ମିଳିଥିବା ବେଳେ ଆସନ୍ତା କାଲି ସକାଳ ୬ ଘଣ୍ଟା ରେ ଶ୍ରୀ ରାମେଶ୍ବର ଶ୍ମଶାନ ଘାଟ ରେ ସ୍ୱର୍ଗୀୟl ଦରୱାନ୍ ଙ୍କ ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି l

Recent Comments

Leave Comments

Top