logo
add image
ପୂର୍ବତନ ନ୍ୟାୟ ସରପଞ୍ଚଙ୍କ ହୃଦଘାତ ରେ ପରଲୋକ ।

ପୂର୍ବତନ ନ୍ୟାୟ ସରପଞ୍ଚଙ୍କ ହୃଦଘାତ ରେ ପରଲୋକ ।

କାକଟପୁର ତା ୦୭/୦୩/୨୦୨୪ (ଆଧାର ମିଡ଼ିଆ) ରିପୋର୍ଟ - ତୁଷାର ଦିକ୍ଷୀତ 

 କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗ୍ରାମ ପଞ୍ଚାୟତ ର ପୂର୍ବତନ ନାଏବ ସରପଞ୍ଚ ତଥା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ପ୍ରତିମା ବାରିକ ଙ୍କ 50 ବର୍ଷ ବୟସ ରେ ହୃଦଘାତ ରେ ଗତ 25 ତାରିଖରେ ପରଲୋକ ହୋଇଯାଇଛି,ମୃତ୍ୟୁ ଖବର ପ୍ରଚାରିତ ହେବା ପରେ 7 ନମ୍ବର ଜୋନ ଜିଲ୍ଲା ପରିଷଦ ସଂଯୁକ୍ତା ଦୀକ୍ଷିତ, ଯୁବ ନେତା ହିମାଂଶୁ ଦୀକ୍ଷିତ, କୁଣ୍ଢେଇ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶୁଭଜିତ ମଲ୍ଲ, ଯୁବ ନେତା ବିଜୟ ପୃଷ୍ଟି, ପ୍ରଦୀପ୍ତ ପୃଷ୍ଟି, କାକଟପୁର ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ରଞ୍ଜନ କୁମାର ନାୟକ ପ୍ରମୁଖ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ସହିତ ପରିବାରକୁ ସମବେଦନା ଜଣାଇଥିଲେ,ନିଜ ବାସ ଭବନ ରୁ ନିଜ ଗାଁ ସ୍ମଶାନ କୁ ଶେଷ ଯାତ୍ରା ଯାଇଥିଲା ଏହି କାର୍ଯ୍ୟକ୍ରମ ରେ ପ୍ରଦୀପ୍ତ ବାରିକ, ପ୍ରଶାନ୍ତ ବାରିକ, ସୁବ୍ରତ ବାରିକ, ପ୍ରସାଦ ବାରିକ, ଶୁଭମ ବାରିକ, ସତ୍ୟଜିତ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Recent Comments

Leave Comments

Top