logo
add image
ସାମାଜିକ କାର୍ଯ୍ୟ କଳାପରେ ଚକ୍ଷୁପରିକ୍ଷା ଅନୁଷ୍ଟିତ ହୋଇଯାଇଛି  

ସାମାଜିକ କାର୍ଯ୍ୟ କଳାପରେ ଚକ୍ଷୁପରିକ୍ଷା ଅନୁଷ୍ଟିତ ହୋଇଯାଇଛି  

ବିନିକା/୧୫/୧୨/୨୦୨୩/(ଆଧାର ମିଡ଼ିଆ):ଫୁଲମୁଠି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆଁ –ଓ ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମରେ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟ କଳାପରେ କ୍ରୀଡ଼ା ଉତ୍ସବ ଅନୁଷ୍ଟିତ  ହୋଇଯାଇଛି. ବିନିକା ଫୁଲମୁଠି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପଞ୍ଚାନନ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶିବିରରେ ବିନିକା ଏସଆଇ ଅନୀଲ କୁମୋର ବେହେରା,ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀ ମାନଙ୍କୁ କ୍ରୀଡ଼ା ଉତ୍ସବ ଉପରେ ଆଲୋକପାତ କରିଥିଲେ .କ୍ରୀଡ଼ା ଛାତ୍ର ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ. ବିଦ୍ୟାଳୟ ଗୃହ ବିଜ୍ଞାନ ଅଧ୍ୟାପିକା ବୈଜୟନ୍ତୀ ସାହୁ ସ୍ବାଗତ ଭାଷଣ ଦେଇ ମଞ୍ଚ ପରିଚାଳନା କରିଥିଲେ. ଅଧ୍ୟାପକ ଅଶୋକ କୁମାର ବିଶି ଧନ୍ୟବାଦ ଅର୍ପର କରିଥିଲେ. ବିନିକା ଏନଏସି ୧୨ ନମ୍ବର ୱାଡ଼ ନୂଆଁପାଲି ଖେଲପଡ଼ିଆରେ ଚାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତି ଯୋଗିତା ଅନୁଷ୍ଟିତ ହୋଇଥିଲା.ଏହି କ୍ରୀଡ଼ାରେ ସମସ୍ତ ଛାତ୍ର ବାଗ ନେଇଥିଲେ.ଏଥିରେ ବିଦ୍ୟାଳୟ ସମସ୍ଥ କର୍ମଚାରୀ ସହଯୋଗ କରିଥିଲେ.

Recent Comments

Leave Comments

Top