logo
add image
ବିନିକାରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ବିନିକାରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ବିନିକା/୧/୧୨/୨୦୨୩/(ଆଧାର ମିଡ଼ିଆ) ଆଜି ବିନିକା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ୟୁବ ରେଡ଼କ୍ରସ ,ରେଡ଼ ରିବନ କ୍ଳବ ଓ ବିନିକା ଡ଼ିଗ୍ରୀ ମହାବିଦ୍ୟାଳୟ ମିଳିତ ଆନୁ କୁଲ୍ୟରେ ବିଶ୍ୱ ଏଡ଼ସ୍ ଦିବସ ପାଲିତ ପାଲିତ ହୋଇଯାଇଛି .ଏନେଇ ଡ଼ିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ଧିରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାଅନୁଷ୍ଟିତ ହୋଇଥିଲା.ଏଥିରେ ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସତ୍ୟନାରାୟଣ ପାଣୀଗ୍ରାହି ମୂଖ୍ୟ ଅତିଥି, ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପିଏଚିଇଓ ଅକୃର କୁମାର ହୋତା ମୂଖ୍ୟବକ୍ତା, ବିପିଏମ ସନ୍ତୋଷ ଭୋଇ ସମ୍ମାନିତ ଅତିଭାବରେ ଯୋଗଦେଇ ବିଶ୍ୱ ଏଡ଼ସ୍ ଦିବସ ଅବସରରେ ଗୋଷ୍ଠି ସମୁହକୁ ନେତୃତ୍ବ ଦିଅବୋଲି ଆଲୋକପାତ କରିଥିଲେ.ବିନିକା ଡ଼ିଗ୍ରୀ ମହାବିଦ୍ୟାଳୟ ପ୍ରୋଗାମ ଅଫିସର ହରିଶ୍ଚନ୍ଦ୍ର ହୋତା ଅତିପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ. ଶେଷରେ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ ଧନ୍ୟବାଦ ଦେଇଥିଲେ. ଏଥିରେ ସମସ୍ତ କର୍ମଚାରି ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ.

Recent Comments

Leave Comments

Top