ରେଙ୍ଗାଲି/ସମ୍ବଲପୁର/୦୧/୧୨/୨୦୨୩/(ଆଧାର ମିଡ଼ିଆ//ରିପୋର୍ଟ-ସୁନୀଲ କୁମାର ନାଥ)
ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ, ଖିଣ୍ଡା. ଓ NLC INDIA LTD ତଲାବିରା ୨ଓ୩ କୋଇଲା ଖଣିର ସହଭାଗିତାରେ ଖିଣ୍ଡା ଗ୍ରାମପଞ୍ଚାୟତ ରାଜିବଗାନ୍ଧୀ ସେବାକେନ୍ଦ୍ର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ରକ୍ତଦାନ ଶିବିରକୁ ଖିଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ପ୍ରଧାନ ଉଦଘାଟନ କରିଥିଲେ ଓ NLC ED ଫ୍ରାଙ୍କଲିନ ଜୟକୁମାର, ୟୁନିଅନର ସଭାପତି କିରଣ ବେହେରାଙ୍କ ସହିତ ସଂଘର ଶତାଧିକ ସଦସ୍ୟ ସହଯୋଗ କରି ୧୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।
Recent Comments