ପାଇକମାଲ /ପଦ୍ମପୁର /ବରଗଡ 23/03/22(ନ୍ୟୁଜ-ଆଧାର ଓଡିଶା )ପଦ୍ମପୁର ଚିକିତ୍ସାଳୟକୁ ପାଇକମାଳ ବ୍ଲକ ମାଝିପାଳି ଗ୍ରାମର ଚନ୍ଦ୍ରଶେଖର କଲରଙ୍ଗିଆଙ୍କୁ ତାଙ୍କଦେହ ଅସୁସ୍ଥଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ରକ୍ତ କମଥିବାରୁ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ଖବରପାଇ ଆମ୍ବେଦକର ୱାରିୟରର ପଦ୍ମପୁର ବ୍ଲକସଭାପତି ଧିମାନ ଟିକେଲାଳ କୁମ୍ଭାର ଚିକିତ୍ସାଳୟକୁ ପହଞ୍ଚି ରକ୍ତଦାନ କରି ଜୀବନ ବଞ୍ଚାଇଲେ। ପାଇକମାଳ ବ୍ଲକ ସଂଯୋଜକ ଧୀମାନ ସୁଜନବାଗ ଉପସ୍ଥିତଥିଲେ ଓ ଆମ୍ବେଦକର ୱାରିୟର କର୍ମକର୍ତ୍ତା ସବୁ ହ୍ବାଟଶପ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ। (ରିପୋର୍ଟ ବିଦ୍ୟାଧର ସାହୁ)
Recent Comments