logo
add image
ନିଶୁକ୍ଳ ମେଗା ସ୍ୱାସ୍ଥ୍ୟଶିବିର ୯୦୦ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ନିଶୁକ୍ଳ ମେଗା ସ୍ୱାସ୍ଥ୍ୟଶିବିର ୯୦୦ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ବିନିକା/୧୮/୧୦/୨୦୨୩/(ଆଧାର ମିଡ଼ିଆ) ଗୁରୁବାର ଦିନ ବିନିକା ଟାଉନ ହଲ ,ରିସୋରସ ସେଣ୍ଟର ,ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତିକମିଟି କାର୍ଯ୍ୟଳୟ  ଓ ସର୍ବଜାନିନ ଦୁର୍ଗା ପୁଜା କମିଟି କାର୍ଯ୍ୟଳୟ ଠାରେ ବିନିକା ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି  ପକ୍ଷରୁ ନିଶୁକ୍ଳ ଚକ୍ଷୁପରିକ୍ଷା ଶିବିର, ସ୍ତ୍ରୀ ଓ ପ୍ରସୁତି ବିଭାଗ, ମେଡ଼ିସିନ, ଚର୍ମ ଏବଂ ଚର୍ମ ଓ ଯୈାନରୋଗ  , ଶିଶୁ ରୋଗ, ଓ  ଫିଜିଓ ଥେରାଫିଷ୍ଟ ତଥା  ଅନ୍ୟନ୍ୟ ବିଭାଗିୟ ଅନଭିଜ୍ଞ ବିଶେଷଜ୍ଞ ମାନେ ବିନିକା ଆସି ଜନସାଧାରଣଙ୍କୁ ମାଗଣା ସେବା ଯୋଗାଇ ଥିଲେ.ଏହି ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଛିକିତ୍ସା କେନ୍ଦ୍ର ଡ଼.ପାୟଲ ,ସୁମନ୍ତ ଭୋଇ ଲିସ୍ପା, ସୁନନ୍ଦା, ଗିତାଞ୍ଜଳି, ପ୍ରିତିପ୍ରିୟା, ଝରଣା, ଆଶା‌ରାମ, ରୋଶନ, ପ୍ରମୁଖ ବିନିକା ଏନଏସି ରିସୋସ୍ସେଣ୍ଟର ଠାରେ ୨୩୩  ଜଣଙ୍କ କମ୍ପୁଟର ପରିକ୍ଷା କରି ୫୧ ଜଣଙ୍କୁ ଆଖି ଅପରେଶନ କରିବାପାଇଁ ମନୋନିତ କରିଥିଲେ. ସେଥିରୁ ୨୦ ଜଣଙ୍କୁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ମାଗଣାରେ ଅସ୍ଥୋପଚାର ପାଇଁ ନେଇଛନ୍ତି. ସେହିପରି ବୁଲ୍ଲା ଭିମସାର ସ୍ତ୍ରୀ ଓ ପ୍ରସୁତି ବିଭାଗ ପ୍ରଫେସର  ଡ଼ା ବେଣୁଧର ପାଣ୍ଡେ ଓ ଡ଼ା ସ୍ୱରାଜ ନନ୍ଦିନି ପାଣ୍ଡେ ବିନିକା ନୂଆଁବଜାର ସ୍ଥିତ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତିକମିଟି କାର୍ଯ୍ୟଳୟ ପରିସରରେ ୬୩ ଜଣ ମହିଳା ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ. ଟାଉନହଲ ପରିସରରେ ଭିମସାର ମେଡ଼ିସିନ ପ୍ରଫେସର ଡ଼ା ଶଙ୍କର ରାମଚାନ୍ଦିନି,ଡ଼ୁଙ୍ଗୁରିପାଲି ଡ଼ାକ୍ତଖାନା ମେଡ଼ିସିନ ବିଶେଷଜ୍ଞ ଡ଼ା ସଂଞ୍ଜୟ କୁମାର ପଧାନ ଉଭୟେ ଅକ୍ଳାନ୍ତ ପରିଶ୍ରମ କରି ୩୨୭ ଜଣଙ୍କ ସ୍ୱାସ୍ଥ୍ୟସେବା ଦେଇଥିଲେ. ବଲାଙ୍ଗିର ଡ଼ାକ୍ତର ଖାନା ଚର୍ମ ଓ ଯୈାନରୋଗ ପ୍ରଫେସର ଡ଼ା ତୁଷାର ଠାକୁର ନିରବଛିନ୍ନ ସେବାଦେଇ ୨୧୫ ଜଣଙ୍କୁ ସ୍ୱାସ୍ଥ୍ୟସେବା  କରିଥିଲେ. ବିନିକା ଡ଼ାକ୍ତରଖାନା ଫିଜିଓ ଥେରାପି ଡ଼ା. ପ୍ରଦ୍ୟୁପ୍ତ କୋଇଲା ଅଞ୍ଚଳର ୬୨ଜଣ ବରିଷ୍ଟ ନାଗରିକଙ୍କୁ ସେବା ଯୋଗାଇ ପିୟପାତ୍ର ହୋଇଥିଲେ.ଏହି ମେଗା ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଜନସାଧାରଣ  ବିଭିନ୍ନ ବିଭାଗର ପ୍ରଫେସର ମାନଙ୍କ ଠାରୁ ସ୍ୱାସ୍ଥ୍ୟ  ସେବା ପାଇ ସମସ୍ଥଙ୍କ ମନରେ ଖୁସିର ଲହରୀ ଖେଳିବା ସହ ଅମର ଆତ୍ମାର ସଦଗତି କାମନା କରିବାକରି ପ୍ରଫେସର  ନିଜ ନିଜ ଭଗବାନ ପଣିଆଁ ଦେଖାଇ ଛନ୍ତି ବୋଲି ପ୍ରକାଶ କରିଛନ୍ତି.କଥାରେ ଅଛି ଡ଼ାକ୍ତର ହେଉଛନ୍ତି ଚଳନ୍ତି ଭଗବାନ ଏଥିପାଇଁ ଡାକ୍ତର ମାନଙ୍କୁ ବିନିକା ମାଟିର ଜନସାଧାରଣ କୋଟି କୋଟି ପ୍ରଣାମ କରିଛନ୍ତି.ଏହି ମେଗା ଶିବରରେ ନିସ୍ଵାର୍ଥ ଭାବରେ ଶହ ଶହ ଜନସାଧାରଣ ସହଯୋଗ କରିଥିବାରୁ ସୃତିକମିଟି ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜଣାଯାଇଥିଲା ,ସେବାରେ ଗଣ୍ଡାରାମ ମାହାଣା, ସତ୍ୟ ମହାର, ବୃଷଭ ମହାଣା, ସୈମିତ୍ରୀ ପତି ,ନିରଞ୍ଜନ ପଣ୍ଡା ,ଭିମ‌ସେନ ସାହୁ , ବିନୋଦ ବିହାରୀ ନାୟକ, କୈଳାଷ ଗଣ୍ଡ, ହରିଭକ୍ତ ମେହେର, କିଶୋର ମେଲ୍ଲି,ଗୋପାଳକୃର୍ଷ୍ଣ ମହାଲିଙ୍ଗ,ପଦ୍ମନାଭ ମାହାଣା, ସର୍ଜନ ପଣ୍ଡା,ବୈଜୟନ୍ତି ସାହୁ,ଅନନ୍ତ ଷାଣ୍ଢ, ଗୀତା ଦେବତା ,ରିତା ପଣ୍ଡା,ତନମୟୀ ଅଗସ୍ତି ,ପଜ୍ଞାପରିମିତା ପୁରୋହିତ, ଦିପାଞ୍ଜଳି ମାହାଣା,ବାସନ୍ତି ପାଣ୍ଡେ, ଅଞ୍ଜଳି ନାୟକ, କାଜଳ ପଣ୍ଡା,ଆରାଧ୍ୟା ପଣ୍ଡା, ସୁଶ୍ରୀ ରଣୀ ବଡ଼ପଣ୍ଡା, କୁନ୍ତି ପଧାନ , ଯମୁନା ପୁରୋହିତ ଏଥିରେ କୁତାର୍ଥ ପୁରୋହିତ , ,ଟୁନା ସାଲମା, ରମାକାନ୍ତ ପାଣ୍ଢ, ଦେବେନ୍ଦ୍ର ମେହେର, ମହେଶ ବିଶି  , ହରିଷ ମହାପାତ୍ର ,ବାବୁଲୁ ପୁରୋହିତ, ଦେବରାଜ ସାହୁ, ଅନୁପମା ସାହୁ,ବିଘ୍ନରାଜ ସାହୁ,ଅମ୍ବିକା ନାଏକ, ସମ୍ବିତ ନେପାକ ,ମଧୁସୁଦନ ଖେତି,ସୂର୍ଯ୍ୟନାରାୟର ସାହୁ,ସରୋଜ ସୁଆର,ସୁରଥ ପତି ,ସିତମ ଦାସ, ଉମାକାନ୍ତ ସଂଙ୍ଗ, ହିମାଂଶୁ ତ୍ରିପାଠୀ,  ଗୈରି ଶଙ୍କର ହୋତା, ତ୍ରିପୁରାରିଲାଲ ବାହୁ ,ଭୁବନେଶ୍ବର ସାହୁ ,ଭୁବନେଶ୍ବର ପଧାନ, ନିଳମଣି ସାହୁ,  ଶେଷଦେବ ମଣ୍ଡଳ,ସଂଞ୍ଜିବ ମିଶ୍ର, ରବିନ୍ଦ୍ର ପାତ୍ର ,ସନାତନ ପୂଜାହାରୀ,କିଶୋର ମେଲ୍ଲି, ସୁବ୍ରତ ମିଶ୍ର, ପିତାମ୍ବର କର୍ଣ୍ଣ, ପ୍ରଦିପ ପଧାନ, ଟୁନା ସାଲମା, ,ରମାକାନ୍ତ ପାଣ୍ଡେ, ଦିପେନ୍ଦ୍ର ମେହେର, ଅଶୋକ ପାଣ୍ଡେ, ଏକା ଭୋଇ, ତନମୟୀ ଅଗସ୍ତି, ବାସୁଦେବ ପଣ୍ଡା, ବନମାଲି ପଣ୍ଡା, ବିକ୍ରମ ପୂଜାହାରୀ, ନରେଷ ଡ଼ାଙ୍ଗ, ନରେଶ ସତପଥି, ଚୈତନ୍ୟ ବେହେରା,ଯିତୁ ସେଟ, କୁନୁ ପଣ୍ଡା, ଟିଙ୍କୁ ପଣ୍ଡା, ସରୋଜ ସାହୁ, ସନ୍ତୋଷ ପଧାନ, ଦିଲ୍ଲିପ ଦେହେରୀ, ଆହ୍ବାନ ସାହୁ, ଯୁଗେଶ୍ବର ନାୟକ,ଯିତୁ ସେଟ, ଦଲ୍ଲିପ ଦେହେରୀ, ପ୍ରମୋଦ କୁମାର ପଣ୍ଡା ,ମନୋରଞ୍ଜନ ମିଶ୍ର, ପ୍ରୀୟରଞ୍ଜନ ହୋତା ,ଅର୍ଚ୍ଚନା ପୂଜାହାରୀ ,ଇନ୍ଦ୍ର  ସମେତ ବିନିକା ଏନଏସି କର୍ମକର୍ତ୍ତା  ପ୍ରମୁଖ  ଉପସ୍ତିତ ରହି ବିଭିନ୍ନ ସେବା କାର୍ଯ୍ୟରେ ନିଯୋଜିତ ରହି ସେବାରେ ସହଯୋଗ କରିଥିଲେ.

Recent Comments

Leave Comments

Top