logo
add image
ନାରାୟଣପୁର ପଂଚାୟତ ଅଫିସ୍ ଠାରେ ସହିଦ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ।

ନାରାୟଣପୁର ପଂଚାୟତ ଅଫିସ୍ ଠାରେ ସହିଦ ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ।

ସୁବର୍ଣପୁର/୨୩/୦୩/୨୦୨୨/ (ନ୍ୟୁଜ-ଆଧାର ଓଡିଶା)  ନାରାୟଣପୁର ପଂଚାୟତ ଅଫିସ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା.। ଏହି କାର୍ଯ୍ୟକ୍ରମକୁ CHC ମୁଖ୍ୟ ସଂଗୀତା ଚୌଧୁରୀ ଉଦ୍ଘାଟନ କରିଥିଲେ ବେଳେ ନୂତନ ସରପଞ୍ଚ ପ୍ରମୋଦ କୁମାର ଧରୁଆ,ସମିତି ସଭ୍ୟ ଆନନ୍ଦ ବିହାରୀ ଶତପଥୀ ,ଭାରତୀୟ କିଶନ ସଙ୍ଘର ସଭାପତି ବିରଞ୍ଚି ମେହେର ,ତରଭା ରକ୍ତଦାତା ସଂଯୋଜକ ନିହାର ରଞ୍ଜନ ମଲ୍ଲିକ ,ସମାଜସେବୀ ବଳରାମ ସାହୁ ,ଜଗନ୍ନାଥ ଯୁବସଙ୍ଘ ସଭାପତି ସୁରଥ ସାହୁ ,ସଂପାଦକ ଜଗନ୍ନାଥ ଧରୁଆ ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ ପଣ୍ଡା ,ସୁରେଶ କୁମାର ବାରିକ, ମହମତ ନୁରୁଲ ପ୍ରମୁଖ ଉପସ୍ଥିତ ରହି ସହାୟୋଗ କରିଥିଲେ । ସୁବର୍ଣ୍ଣପୁର ରକ୍ତ କେନ୍ଦ୍ରର ଡ୍ର ସରୋଜ ପଟେଲ ,ଜଗତ ଦରୁଆନ,ସୁବାସ ଚନ୍ଦ୍ର ପଣ୍ଡା ,ସାହୟୋଗ କରିଥିଲେ । ସମୁଦାୟ 35 ୟୁନିଟ ରକ୍ତ ସଂଗୃହୀତ ହୋଇଚି। ( ରିପୋର୍ଟ-ଯୁଧିଷ୍ଠିର ସାହୁ )            

Recent Comments

Leave Comments

Top