ସୁବର୍ଣ୍ଣପୁର/23/03/2022/ (ନ୍ୟୁଜ-ଆଧାର ଓଡିଶା ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବନାଞ୍ଚଳ ନାରାୟଣପୁର ଫରେଷ୍ଟ୍ ବିଟ ଅନ୍ତର୍ଗତ ବିଜାଖୋଲ ଜଙ୍ଗଲରେ ଏକ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ୪ ବର୍ଷର ଏହି ପୁରୁଷ ହାତୀ ଶାବକଟି ବିଷାକ୍ତ ଖାଦ୍ୟଖାଇ ମୃତ୍ୟୁ ହୋଇଥିବା ବନବିଭାଗ କହିଛି । ଖବରପାଇ ଆଜି ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତହାତୀ ଶାବକଟିର ଶବ ବ୍ୟବଚ୍ଛେଦ ପରେ ପୋତି ଦେଇଥିବା ଜଣାପଡିଛି ରିପୋର୍ଟ-ଯୁଧିଷ୍ଠିର ସାହୁ
Recent Comments