logo
add image
ହୋଲି ଖେଳଵେଳେ ଛୁରାମାଡ- ଯୁଵକ ଗୁରୁତର

ହୋଲି ଖେଳଵେଳେ ଛୁରାମାଡ- ଯୁଵକ ଗୁରୁତର

ଟିକିରି/ରାୟଗଡା/୧୯/୦୩/୨୨/( ନ୍ୟୁଜ-ଆଧାର ଓଡିଶା )  ରାୟଗଡା ଜିଲା କାଶିପୁର ବ୍ଲକ ଶଙ୍କରଡା ଗ୍ରାମ ହରିଜନ ସାହିରେ ହୋଲି ଖେଳ ଚାଲିଥିବା ସମୟରେ ରାଜକୁମାର ହଲ୍ବାଙ୍କୁ ଧାରୁଆ ଛୁରି ସାହାଯ୍ୟ ଆଘାତ କରିବାରୁ ଯୁଵକ ଗୁରୁତର ଆଘାତ ଲାଗିବାରୁ ଯୁବକଙ୍କୁ ପରିବାର ଲୋକେ ଅଷାପଡା ଉତ୍କଳ ହସ୍ପିଟାଲରେ ଭର୍ତି କରିଛନ୍ତି ।ଘଟଣାରୁ ପ୍ରକାଶ ଯେ  ଆଜି ଅପରାନ୍ନ ୧ଘଣ୍ଟା ୩୦ ମିନିଟ  ସମୟରେ ସାଉଣ୍ଡ ସିଷ୍ଟମ ଲଗାଇ ହୋଲି ଖେଳୁଥିବା ସମୟରେ ରାଜକୁମାର ଆସି ସମୟ ହେଇଗଲାଣି ଖେଳ ବନ୍ଦକର କହି ସାଉଣ୍ଡ ସିଷ୍ଟମ  ବନ୍ଦ କରିଦେଇଥିଲାଲ ଏହି କଥାକୁନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା. ବୁଟୁ ହିଆଲ ରାଗିଯାଇ ରାଜକୁମାର ହୋଲ୍ବା ନାମକ ଯୁବକକୁ ଏକ ଧାରୁଆ ଅସ୍ତ୍ରରେ ଛାତି ଏବଂ ପେଟରେ ଆଘାତ କରିବା ଦ୍ଵାରା ଗୁରୁତର ହୋଇପଡିଥିଲେଲ ପରିବାର ଲୋକ ଉଷାପଡା ସ୍ଥିତ ଉତ୍କଳ ହଷ୍ପିଟାଲରେ ଭର୍ତିକରି ଏବିଷୟରେ ଟିକିରି ଥାନାରେ ଏକ ଏତଲା ଦେଇଛନ୍ତିଲ ଟିକିରି ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛନ୍ତିl ( ରିପୋର୍ଟ-ସହଦେଵ ସାହୁ )           

Recent Comments

Leave Comments

Top