logo
add image
 ଏନଏଲସି ଇଣ୍ଡିଆ କମ୍ପାନୀ ତରଫରୁ ଖିଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ

ଏନଏଲସି ଇଣ୍ଡିଆ କମ୍ପାନୀ ତରଫରୁ ଖିଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ

                                           ରେଙ୍ଗାଲି/ସମ୍ବଲପୁର/୧୮/୦୩/୨୦୨୩/(ଆଧାର ନିୟୁଜ)ରିପୋର୍ଟ-ସୁନୀଲ କୁମାର ନାଥ
ଖିଣ୍ଡା ଗ୍ରାମ ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେଏକ ନୂତନ ଆମ୍ବୁଲାନ୍ସର ଦିର୍ଘ ଦିନର ଦାବି ଆଜି ଖିଣ୍ଡାଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ପ୍ରଧାନ ଓ ସମିତି ସଭ୍ୟା ଶ୍ରୀମତୀ ଅନୀତା ସିଂହଙ୍କ ପ୍ରଚେଷ୍ଟାରେ ଏନଏଲ ସି ଇଣ୍ଡିଆ କମ୍ପାନୀ ତରଫରୁ ଖିଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜନ ସାଧାରଣଙ୍କ ପାଇଁ ଉତ୍ସର୍ଗ କରାଗଲା. ଉକ୍ତ ଉତ୍ସବରେ ଏହି ଆମ୍ବୁଲାନ୍ସକୁ ସମ୍ବଲପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ କରକମଲରେ ଉଦଘାଟନ କରାଗଲା।,                    

Recent Comments

Leave Comments

Top