logo
add image
ସାଇପ୍ରିୟା ଲେଡିସ ୱାର୍କସ କ୍ଲବ ତରଫରୁ ହେଲଥ କ୍ୟାମ୍ପ ଅନୁଷ୍ଠିତ ।

ସାଇପ୍ରିୟା ଲେଡିସ ୱାର୍କସ କ୍ଲବ ତରଫରୁ ହେଲଥ କ୍ୟାମ୍ପ ଅନୁଷ୍ଠିତ ।

                           ରାୟଗଡା/୨୬ /୦୨/୨୩/ (ଆଧାର ନ୍ୟୁଜ)-ରିପୋର୍ଟ-ସହଦେଵ ସାହୁ
ସାଇପ୍ରିୟା ଲେଡିସ ୱାର୍କସ କ୍ଲବ ତରଫରୁ ଶ୍ରୀରାମନଗର ରେ ହେଲଥ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀମତୀ ପି,ରମାଦେବୀ ନିର୍ଦେଶ କ୍ରମେ କ୍ୟାମ୍ପରେ ୧୨୦ଜଣ ସ୍ତ୍ରୀ ଓ ପୁରୁଷ ଭାଗନେଇଥିଲେ ବିପି,ସୁଗାର ଓ ଅନ୍ୟାନ୍ୟ ଚକ୍ଷୁ ଚେକଅପ ହୋଇଥିଲା । ମେଡିକାଲ ଷ୍ଟାପ-ଶ୍ରୀରାମନଗରର ଆଶା-କର୍ମୀ ସଂଗୀତା ନାୟକ, ରଚନା ବିଡିକା ଭାଗ୍ୟଶ୍ରୀ ପୁରୁଷତ୍ତମ, ମୌଷୋମ କୁମର ପାତ୍ର, (pharmacist), Dr, ନବୀନ ଖୀଲୋନୀ,Dr,ଲୋନାଥ ରାଜୁ,ଉପସ୍ଥିତ ରହି ରୋଗୀଙ୍କ ଦେଖିଥିଲେ ।ସାଇପ୍ରିୟା ନଗର ଲେଡିସ ୱାର୍କସ କ୍ଲବର ସଭାପତି ପି ରମାଦେବୀ କୋଷାଧକ୍ୟ  ଅରୁଣାକେଙ୍ଗୁୱା ଉପସଭାପତି, ଶ୍ରୀମତୀ ଏଲ ଵୋଇଜୟନ୍ତି କେ ଅଶ୍ୱିନୀ କେ  ଅରୁଣା ଜି ମାଧୁରୀ ପି ଦୀପା,ପରାମର୍ଶ ଦାତା ପି ସୁରେଶ ପରାମର୍ଶ ଦାତା ଏଲ ଚନ୍ଦ୍ରମହୁଲୀ  ସାଇପ୍ରିୟା ୱାର୍କସ କ୍ଲବର ପୂର୍ବତନ ସଭାପତି ଶ୍ରୀ ସୁବାସ ବେହେରା, ଅଭିମନୁ ନାୟକ, ସତ୍ୟବାଦୀ ପତି, ଦେବରାଜ ପଣ୍ଡା, ମୋନଜ ମିଶ୍ର(ସାମ୍ବାଦିକ)ସହଦେଵ ସାହୁ (ମିଡିଆପାଟନର)ଓ ଅନ୍ୟାନ୍ୟ ଉପସ୍ଥିତ ଥିଲେ ହେଲଥ କ୍ୟାମ୍ପର ସଭାପତି ମୋହଦୟା ପାଖରେ ରହି ଅତି ସୁଚାରୂପେ କାମ ପମ୍ପୁର୍ଣ କରିଥିଲେ । 

Recent Comments

Leave Comments

Top