ସୁବର୍ଣ୍ଣପୁର/୦୭/୦୨/୨୦୨୩/ (ଆଧାର ନ୍ୟୁଜ) ତରଭା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ବୈଠକ ପ୍ରକୋଷ୍ଠ ରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନିଲ ନର ୱ ଣେଙ୍କ ସଭାପତିତ୍ବରେ କନ୍ୟା ଭ୍ରୁଣ ହତ୍ୟା ସମ୍ପର୍କିତ ସଚେତନତା କର୍ମଶାଳା ଅ ନୁଷ୍ଠିତ ହୋଇ ଯାଇଛି। ଉକ୍ତ କର୍ମଶାଳାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ତରଭା ଅନ୍ତ ର୍ଗତ ସମସ୍ତ ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ କର୍ମଚାରୀ ତଥା ସୁପରଭାଇଜର ଉପସ୍ଥିତ ଥିଲେ।ଉକ୍ତ କର୍ମ ଶାଳାରେ ସିଡିଏମ ଏଣ୍ଡ ପିଏଚଓ ଡ଼ା, ବିଶ୍ବରଂଜନ ପତି, ଏଡିପିଏଚଓ ପରି ବାର କଲ୍ୟାଣ) ଡ଼ା, ଦୈତ୍ୟ ନାରା ୟଣ ପାଢ଼ୀ, ଡି ପି ଏମ ବିଶ୍ବମ୍ବର ବେହେ ରା,ଡି ଏସ ଡବ୍ଲୁ ଓ ରେଣୁବାଳା ଦାସ,ଡି ଏମ ଆର ସି ଏଚ, ଆଇ ସି ଏମ ଏ ଏମ-ସି ପି ଡିସିପିଓ ,ଡିସି ବାଲ୍ୟ ବିବାହ,ପ୍ରମୁଖ ଉପସ୍ଥିତ କର୍ମୀ ମାନଙ୍କୁ କ ନ୍ୟା ଭ୍ରୁଣ ହତ୍ୟା ସମ୍ପର୍କରେ ସଚେ ତ ନ କରାଇଥିଲେ। ଜିଲ୍ଲାପାଳ ଆଶା ମା ନଙ୍କୁ କନ୍ୟା ଭ୍ରୁଣ ନିରୂପଣ ତଥ୍ୟ ଗୁଡ଼ିକ ତୁରନ୍ତ ଜଣାଇବାକୁ ତାଗିଦ୍ କରିବା ସହ ଏଥି ପ୍ରତି ବିଶେଷ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ସଭା ଶେଷ ରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡ଼ା, କ୍ଷିରୋଦ୍ର କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
Recent Comments