ସୁବର୍ଣ୍ଣପୁର ଜିଲ୍ଲା ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ସ୍ଥାନୀୟ ଚନ୍ଦ୍ରଶେଖର ଠାରେ ଏକ ରକ୍ତଦାନ ଶିବିର ଅନୁ ଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ସଭାପତି ରାମଶଙ୍କର ସାହୁ ଅଧ୍ୟକ୍ଷତାରେ ହୋଇଥିବା ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଜିଲ୍ଲା ଅରକ୍ଷୀଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲା କିପରି ରକ୍ତର ଅଭାବ ଦୂର ହେବ ସେ ଦିଗରେ ରକ୍ତଦାନ ପାଇ ଯୁବପିଢ଼ି ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ. ସେହିପରି ଆଇନ ଯିବି ସୁରେଶ ଷାଣ୍ଢ ସମ୍ମାନିତ ଅଥିତି ଭାବେ ଯୋଗ ରକ୍ତଦାନ ଏକ ମହତ ଦାନ ଏଥି ପାଇ ସମସ୍ତେ ଆଗେ ଇ ଆସିବାକୁ ଆହ୍ୱାନ ଦେଇ ଥିଲେ l ତେବେ ଆଗାମୀ ଦିନ ରେ ପାଠଗାର ତରଫରୁ ଏହିପରୀ ପ୍ରୟାସ ଜରି ରହିବ ବୋଲି ସଭାପତି ମତ ପ୍ରକାଶ କରିଥିଲେ l ଏହି ଶିବିରକୁ ୱାର୍ଡ ସଭ୍ୟ ଶ୍ରୀକାନ୍ତ ସାହୁ ଙ୍କ ସହ ପାଠାଗାରର ସମସ୍ତ ସଭ୍ୟ ସହଯୋଗ କରିଥିଲେ l
Recent Comments