ସୁବର୍ଣପୁର/(ନ୍ୟୁଜ- ଆଧାର ଓଡିଶା )ଜଳ ହିଁ ଜୀବନ ଜଳର ବ୍ୟବହାର, ରକ୍ଷଣା,ନଦୀ, ନାଳ, ପୋଖରୀ ସଫା, ସୁପରିଚାଳନା, ସୁବିନିଯୋଗ ହୋଇପାରିବ ବୋଲି ଆଜି ଜଗନ୍ନାଥ ମନ୍ଦିର ,ବାଲିଖମାର ସଭା ଗୃହରେ ସୋନପୁର ନେହେରୁ ଯୁବ କେନ୍ଦ୍ର ଓ ଗଣପତି କ୍ଲବ, ଝିଲିମୁଣ୍ଡାମିଳିତ ଆନୁକୂଲ୍ୟରେ ଜଳ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ନେହେରୁ ଯୁବ କେନ୍ଦ୍ର ସଂଯୋଜକ କୃପାସିନ୍ଧୁ ସା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଡି ଡବ୍ଲୁ ଏସ ଏମ, ଡି ଆର ଡି ଏ,ଶ୍ରୀ ବଂଶୀଧର ନାୟକଯୋଗଦାନ କରି ଜଳର ସୁବିନିଯୋଗ ଉପରେ ଆଲୋକପାତ କରିଥିଲେ l ଜଳ ସଞ୍ଚୟ ବର୍ଷା ଜଳ କୁ ବ୍ୟବହାର,ସରକାରକଂ ଯୋଜନା ଉପରେ ଆଲୋଚନା କରିଥିଲେ l ଜଳର ଦୁର୍ବ୍ୟବହାର ହେଲେ ଆଗାମୀ ଭବିଷ୍ୟତ ବହୁତ ଦୁଃଖ ଦାୟକ. ଚିନ୍ତା ଓ ଚେତନା ହେବା ନିହାତି ଆବଶ୍ୟକ ବୋଲି ପ୍ରେରଣାଦାୟୀ ବକ୍ତବ୍ୟ ରଖିବା ସହ ନିଜେ ନିଜର ଜଳ ର ଵେବହାର ଜାଣିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ସମ୍ମାନିତ ଅତିଥିଭାବେ ରାଜେନ୍ଦ୍ର ଝଙ୍କାର ଯୁବକ, ଯୁବତୀମାନଙ୍କୁ ବର୍ଷା ଜଳକୁ ନିଜଘରେ କିପରି ଗାତକରି ଜଳସ୍ତର କିପରି ରୋକଯାଇ ପାରିବ ଯୁବପିଢ଼ି ମାନଙ୍କର ଦୁରା ରୋକଯାଇ ପାରିବlଶରତ ଦୀପ( ଟିଚର H. M, ବାଲିଖମାର )ବାପୁଜୀ କ୍ଲବ, ଭିକାରି ନାଗ NYV, ଜିତେନ୍ଦ୍ର ସାହୁ, ରଞ୍ଜନ ତ୍ରିପାଠୀ ଧନ୍ୟବାଦ, ଗଣପତି କ୍ଲବ ସଭାପତି, ପ୍ରକେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ-ଯୁଧିଷ୍ଠିର ସାହୁ
Recent Comments