ବିଷମକଟକ/ରାୟଗଡା-୧୩/୦୧/୨୩/ (ଆଧାର ନ୍ୟୁଜ) ସ୍ବାଧିନତାର ୭୬ ତ୍ତମ ବର୍ଷ ବିତିଗଲାଣି ହେଲେ ଏଯାଏ ଅଧିକା°ଶ ଗ୍ରାମ ବିକାସର ଅନ୍ଧକାରରେ ଅବସ୍ଥିତ.ଆମେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେ ଖିବାକୁ ପାଉଛୁ ,ରାୟଗଡା ଜିଲା ବିଷମକଟକ ବ୍କକ ଭାତପୁର ପଞ୍ଚାୟତ ଡଙ୍ଗର ବୋଲାଙ୍ଗିର ଗ୍ରାମ ରେ ଲଚ୍ଚମି ମିଣିଆକା ଜନନି ଯନ୍ତ୍ରଣାରେ ଡଙ୍ଗରବୋଲାଙ୍ଗିରିର ପଥର ଓ ଖାଲ ଖମା ରାସ୍ତା ଦେଇ ଚାଲିଲେ ପିଣ୍ଡା ଗ୍ରାମକୁ ,ଟିକେ ନଜର ପକାନ୍ତୁ ଲଛମି ମିଣିଆକାକୁ କିଭଳି ଅବ ସ୍ଥାରେ ଚାଲି ଚାଲି ମେଡିକାଲ ଯାଉଛି ଜଣେ ଗର୍ଭବତୀ ମହିଳା. ଉଠିବସି କେତେ କଷ୍ଟରେ ଚଲେଇ ନେଉଛନ୍ତି ,ଦୁଇ ପାଶ୍ବରେ ଦୁଇଟି ସ୍ତ୍ରୀ ଉଷାବତି କୋଣ୍ଡାଗିରି ଓ ଏଣ୍ଟାହୁଇକା ଏଠାରେ ପ୍ରଶ୍ନ ଉଠୁଛି ଜେ ସରକାରଙ୍କ ମାଳ ମାଳ ଯୋଜନା ଯାଉଛି ଭୁତ ପକେଟକୁ.ବର୍ଷ ବର୍ଷ ବିତି ଯାଉଛି କେତେ ନେତା ମନ୍ତ୍ରୀ କେତେ ଅଫିସର ଯାଉଛନ୍ତି ଆସୁ ଛନ୍ତି ,ହେଲେ ଯେସାକୁ ତେସା. ବିକାସର ଅନ୍ଧାରରେ ପଡି ରହିଛି ଡଙ୍ଗର ବୋଲାଙ୍ଗିର.ଏ ଯାଏ ନିଦ ଭାଙ୍ଗୁନି ବିଷମକଟକ ବ୍କକ ପ୍ରସାସନର.ନା ଯୋଜନା ସିମିତ କେଵଳ କାଖଜ ପତ୍ରରେ.କେବଳ ଡେଲି ଭେରି ରୋଗି ନୁହେ ଗ୍ରାମର ଯେ କୈଣସି ରୋଗି ରାସ୍ତାଘାଟ ନଥିବାରୁ ଆବୁଲାନ୍ସ ସବାରୁ ବଞ୍ଚିତ ଗ୍ରାମ ବାସି ଓ ୱାଡମେମ୍ବର କୁମୁଟିବାବୁ ହୁଇକା ପଞ୍ଚାୟତକୁ ଜଣେଇ ଜଣେଇ ଥକିଗଲେଣି,ଏମିତିରେ ବି ୱାଡମେମ୍ବର କୁମୁଟିବାବୁ ହୁଇକା ଗାଁର ରାସ୍ତା ସହ ଅନେକ ସମସ୍ୟାକୁ ନେଇ ଅନେକ ଥର ରାୟଗଡା ଜିଲାପାଳଙ୍କ ଦ୍ବାରସ୍ଥ ହେଲେଣି,ତଥାପି ନିରବ ସାଜିଛନ୍ତି ପ୍ରସାସନ.ଏ ବିଷୟକୁ ନେଇ ବିଷମକଟକ ବ୍କକ ଅଧିକାରି ସଦାଶିବ ନୟକ ସହ ଯୋଗା ଯୋଗ କରିବାରୁ ଯୋଗା ଯୋଗ ବିଚ୍ଚିନ୍ନ ହେଇଥିଲା. ଗାଁର ବିକାଶ ପାଇଁ ୱାଡମେମ୍ବର କୁମୁଟିବାବୁ ହୁଇକା ,ପଞ୍ଚାୟତରୁ ,ବ୍କକ,ବ୍କକରୁ ଜିଲା ପ୍ରସାସନକୁ ୨୦୨୦ରୁ ବାରମ୍ବାର ଅଭିଯୋଗ କରି ଆସୁ ଆସୁ ୨୦୧୩ ପହଞ୍ଚି ଗଲାଣି. ହେଲେ ଏ ଯାଇ ସମସ୍ତ ସରକାରି ଯୋଜନା ପାଲଟିଛି ସାତ ସପନ .ଅଭିଯୋଗ ପରେ କେବେ ଗ୍ରାମବାସି କେବେ ପାଇଵେ ମୌଳିକ ସୁବିଧା ଦେଖିବାକୁ ବାକି ରହିଲା .
Recent Comments