logo
add image
ସକ୍ଷମ ଏବଂ ଜେକେ ପେପର ମିଲ୍ ତରଫରୁ ୨୦ଜଣ ଚକ୍ଷୁ ରୋଗୀଙ୍କୁ ଚଷମା ପ୍ରଦାନ 

ସକ୍ଷମ ଏବଂ ଜେକେ ପେପର ମିଲ୍ ତରଫରୁ ୨୦ଜଣ ଚକ୍ଷୁ ରୋଗୀଙ୍କୁ ଚଷମା ପ୍ରଦାନ 

ରାୟଗଡା-୧୩/୦୧/୨୩/ (ଆଧାର ନ୍ୟୁଜ) ସକ୍ଷମ ତରଫରୁ  ରାୟଗଡା ସହର ର ହାଉସିଂବୋର୍ଡ କ ଲୋନୀ ଏବଂ ସିରିଗୁଡା ଠାରେ ଡ଼ିସେମ୍ବର ୨୦୨୨ ରେ ଚକ୍ଷୁ ପରୀକ୍ଷଣ କରାଯାଇଥିଲା.ଡାକ୍ତରଙ୍କ ପରା ମର୍ଶ ଅନୁଯାୟୀ ୨୦ ଜଣଙ୍କୁ ଚଷମା ପିନ୍ଧିବା ଅନିର୍ଵାର୍ଯ୍ୟ ବୋଲି ଚିହ୍ନଟ ହେଇଥିଲେ.ଆଜି ବ୍ଲକ ଅଫିସ ନି କଟସ୍ଥ ସଂସ୍କୃତି ଭବନ ଠାରେ ସକ୍ଷମ ଏବଂ ଜେକେ କାଗଜ କଳ ର ସାମାଜିକ ଦାଇତ୍ୱବୋଧ ବିଭାଗର ମିଳିତ ପ୍ରୟାସରେ ସମସ୍ତ ୨୦ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି. ଶ୍ରୀ ଦୀପକ ରାଉତ (ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ) ଙ୍କ ମାର୍ଗଦର୍ଶନରେ,ଜେକେ ପେପର ମିଲ୍ ତରଫରୁ ଶ୍ରୀ ହରି ହର ଖମାରି,ଶ୍ରୀ ସୁରେନ୍ଦ୍ର ପଣ୍ଡା (ବିଶ୍ୱବିଦ୍ୟାଳୟ, ପଶ୍ଚିମ ପ୍ରାନ୍ତ ପ୍ରମୁଖ),ଡକ୍ଟର ବାଦଲ କୁମାର ତ
ହା ସକ୍ଷମର ରାଜ୍ୟ ସଂରକ୍ଷକ ଶ୍ରୀ ବିଜୟ ମିଶ୍ର(ସକ୍ଷମ ପ୍ରାନ୍ତ କୋଷାଦକ୍ଷ),ଡକ୍ଟର ଭାସ୍କର ରାଓ ସକ୍ଷ ମର ପରାମର୍ଶଦାତା ଶ୍ରୀ ଏମ ବିଦ୍ୟା ସାଗର (ସକ୍ଷମ ଜ଼ିଲ୍ଲା ଦିବ୍ୟାଙ୍ଗକେନ୍ଦ୍ର ପ୍ରଭାରୀ),ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ଜିଲ୍ଲା ସମ୍ପାଦକ, ସେବାଭାରତୀ ଶ୍ରୀମତୀ ଝରଣା ମହାନ୍ତି,ଶ୍ରୀ ସନ୍ତୋଷ ହିକକା, ଶ୍ରୀ ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ.ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶ୍ୟାମ କୁମାର ଦାଶ(ସକ୍ଷମ,ଜ଼ିଲ୍ଲା ସମ୍ପାଦକ ପ୍ରାନ୍ତ ଯୁବା ପ୍ର ମୁଖ ପରିଚାଳନା କରିବା ସହ ଜେକେ ପେପର ମିଲ୍ କୁ ଧନ୍ୟବାଦ ଦେଇଥିଲେ.ଆଗାମି ଦିନରେ ରାୟ ଗଡା ଜ଼ିଲ୍ଲାର ପ୍ରତେକ ବ୍ଲକ, ମୁନିସିପାଲିଟି ଏବଂ ଏନଏସି ମାନଙ୍କରେ ମୋବାଇଲ ଚକ୍ଷୁ ପରୀକ୍ଷଣ କେନ୍ଦ୍ର କରି ଏହି କାର୍ଯ୍ୟକ୍ରମ ଅବ୍ୟାହତ ରହିବ ଜାହା ସକ୍ଷମ ତରଫରୁ ସୂଚନା ଦିଆଯାଇଛି.                                                  ରିପୋର୍ଟ-ସହଦେଵ ସାହୁ

Recent Comments

Leave Comments

Top