ନବରଙ୍ଗପୁର/ (ଆଧାର ନ୍ୟୁଜ) ଲାୟନ୍ସ କ୍ଲବ ନବରଙ୍ଗପୁର ଦ୍ୱାରା ଏକ ମାଗଣା ମଧୁମେହ ରୋଗ ନିରୂପଣ, ଚିକିତ୍ସା ଓ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି. ନବରଙ୍ଗପୁର ସ୍ଥିତ ପାଞ୍ଜିଆ ସାହି ଡାକ୍ତର କେ. ଡି. ପଟନାୟକଙ୍କ କ୍ଲିନିକରେ ଅନୁଷ୍ଠିତ ହେଇଯାଇଛି.ଏହି ଶିବିରରେ ୧୪୦ ଜଣଙ୍କର ପରୀକ୍ଷା କରାଯାଇ, ଦଶଦୀନ ପାଇଁ ମାଗଣା ଔଷଧ ପ୍ରଦାନ କରାଯାଇଛି. ଏହି ଶିବିରକୁ ଲା୍ୟାନ୍ସ କ୍ଲବ ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଉଦଘାଟନ କରିଥିଲେ ଏବଂ ଡାକ୍ତର କେ. ଡି. ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ଭୁବନେଶ୍ୱର ସୁର, ଟି. ନନ୍ଦୀକେଶ୍ୱର ରାଓ, ଡି ଏମ ପି ଦାସ, ରବି ରେଡି, ବିଜୟ ଜୈନ, ଶେଖର ମୂର୍ତ୍ତି ଏବଂ ବିକାଶ ଦାସ ପ୍ରମୁଖ ଶିବିର ପରିଚାଳନା କରିଥିଲେ.
Recent Comments