logo
add image
 ଗିରି ଗୋବର୍ଦ୍ଧନ ପୂଜାରେ ରକ୍ତଦାନ ଶିବିର ଆୟୋଜନ

ଗିରି ଗୋବର୍ଦ୍ଧନ ପୂଜାରେ ରକ୍ତଦାନ ଶିବିର ଆୟୋଜନ

ସୁବର୍ଣ୍ଣପୁର/୨୭/୧୦/୨୦୨୨/ (ଆଧାର ନ୍ୟୁଜ) ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କଳାପଥର ପଂଚାୟତ ଅନ୍ତର୍ଗତ ପଧାନପାଲି ଯୁବ ସଂଘ ଓ ନୃଷିହ ଖମନ୍ ଆୟୋଜକ ଅନୁଷ୍ଠାନର ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଣେ ମହିଳାଙ୍କ ସମେତ ସମୁଦାୟ ୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଜିଲ୍ଲା ରକ୍ତଦାତା ସେବାସଂଘ ସଭାପତି ମନୋଜ ପଣ୍ଡା ଫିତାକାଟି  ଶିବିର ଉଦ୍ଘାଟନ କରିଥିଲେ । ଶରତ ପଧାନ, ବନମାଳୀ ପଧାନ, ସାନୁ ବାଘ, କଲ୍ୟାଣୀ ପଧାନ, ମଣ୍ଟୁ ପଧାନ, ସୁଧାଂଶୁ ଶେଖର ପଧାନ, ସୁଧୀର ପ୍ରସନ୍ନ , ଚକ୍ରପାଣି ପ୍ରଧାନ, ଭୀମ ମେହେର, ବିଶି କର୍ଣ୍ଣ, ଗୋପାଳ ବାରିକ୍, ସତ୍ୟ ପ୍ରଧାନ, ବସିଷ୍ଟ ପ୍ରଧାନ, ଆଶୁତୋଷ ପ୍ରଧାନ, ନକୁଳ ପ୍ରଧାନ, ଗୁନକର ପ୍ରଧାନ ପ୍ରମୁଖ ରକ୍ତ ଦାନ ଶିବିର ଆୟୋଜନ ଓ ରକ୍ତ ଦାନ କରିଥିଲେ । ଆୟୁଷ ଡାକ୍ତର ବିଶ୍ଵନାଥ ରଥ, ସୁବାଷ ପଣ୍ଡା, ଜଗତ ଦାରୁଅନ, ଯୁଧିଷ୍ଟିର ନାୟକ ରକ୍ତ ଦାନ ଶିବିର କୁ  ପରିଚାଳନା କରିଥିଲେ ।

Recent Comments

Leave Comments

Top