logo
add image
 ବିନିକାରେ ଅଭିଜିତ ପୂଜାହାରୀ ପ୍ରଥମ ଶ୍ରାଦ୍ଦ ବାର୍ଷିକି ଉପଳକ୍ଷେ  ସୃତି ସଭା

ବିନିକାରେ ଅଭିଜିତ ପୂଜାହାରୀ ପ୍ରଥମ ଶ୍ରାଦ୍ଦ ବାର୍ଷିକି ଉପଳକ୍ଷେ ସୃତି ସଭା

ବିନିକା/ସୁବର୍ଣପୁର/ ୧୩/୧୦/୨୦୨୨/ (ଆଧାର ନ୍ୟୁଜ) :ବୁଧବାର ଦିନ ବିନିକା ଟାଉନ ହଲଠାରେ  ବିନିକା ମାଟିର ସୁଯୋଗ୍ୟ ସନ୍ତାନ  ବିଷିଷ୍ଟ ଯୁବ କାଳାକାର, ଗାୟକ ତଥା ଆଲବମ  ନିର୍ଦ୍ଦେଶକ୰ ଅଭିଜିତ ପୂଜାହାରୀଙ୍କ ପ୍ରଥମ ଶ୍ରାଦ୍ଦ ବାର୍ଷିକି ଉପଳକ୍ଷେ ବିନିକା ସଦର ସହିତ୍ୟଘର ସଭାପତି  ପ୍ରମୋଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସୃତି ସଭା ଅନୁଷ୍ଟିତ ହୋଇଯାଇଛି ,ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି , ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଭୁଏ,ବିନିକା ବ୍ଲକ ପୁର୍ବତନ ଅଧ୍ୟକ୍ଷ ତଥା ବିଜୁ ଜନତାଦଳ ଜିଲ୍ଲା ଯୁବ ସଭାପତି ଅଶୋକ କୁମାର ନନ୍ଦ,ଭିମସାର ତ୍ସୀ ଓ ପ୍ରସୁତି ବିଶେଷଜ୍ଞ ବେଣୁଧର ପାଣ୍ଡେ ,ସମ୍ବାଦ ସମ୍ବଲପୁର ସଂସ୍କରଣ ଉପ ମହାପ୍ରବନ୍ଧକ ସୁବ୍ରତ ନାୟକ, ଆବାହକ ଭିମସାର ପୁର୍ବତନ ଡ଼ାଇରେକ୍ଟର ଅଶ୍ବିନି ପୂଜାହାରୀ, ସୃତି କମିଟି ସଭାପତି ପ୍ରୀୟରଞ୍ଜନ ହୋତା, ସମ୍ପାଦକ ଆଦିତ୍ୟ ପୂରୋହିତ ପ୍ରମୁଖ ଉପସ୍ତିତ ରହି ଯୁବ ପ୍ରତିଭା ୰ଅଭିଜିତ ପୂଜାହାରୀଙ୍କ ସୃତି ଚାରଣରେ ସୁବର୍ଣ୍ଣପୁର ମାଟି ଏଭଲି ଜୁବ ପ୍ରତିଭାକୁ ହରାଇ ଜିଲ୍ଲା ଏପରି ପ୍ରତିଭାକୁ ପୁରଣ କରିବାପାଇଁ  ଏହି ପରି କାର୍ଯ୍ୟକରି ଅଞ୍ଚଳର ଯୁବପ୍ରତିଭା ମାନଙ୍କୁ  ଉସ୍ତାହିତ  କରିବାପାଇଁ ପାଇଁ ପ୍ରତ୍ୟକ ବ‌ର୍ଷ ଆଗକୁ ଆହୁରି ଉଚ୍ଚ କୋଟିର କରି ପାଲନ କରିବା ପାଇଁ ମୂଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ପ୍ରକାଶ କରିଥିଲେ.  ଏହାସହ ସମ୍ବାଦ ଓ ଆମ ଓଡ଼ିଶାର ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ପ୍ରାୟ ରକ୍ତଦାନ କରିବାସହ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କରି ଅଞ୍ଚଳରେ ନାମ ଅର୍ଜନ କରିଥିବା ୩୫ ଅନୁଷ୍ଟାନ ଓ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଦେଇ ଅତିଥିମାନେ ସମ୍ମାନିତ କରିଥିଲେ. ପରେ ଅନୁଷ୍ଟାନ ପକ୍ଷରୁ ଅତିଥିମାନଙ୍କୁ ମାନପତ୍ର ଓ ଓପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା.ଏଥିରେ ହିମାଂଶୁ ଭୁଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଲେ କମିଟି ସମ୍ପାଦକ ଅଦିତ୍ୟ ପୂରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ା  ା  ଏଥିରେ  କଲାକାର ଡ଼. ଅନିରୁଦ୍ଧ କୁରକୁରିଆ  ,ଶାଶ୍ବତ ତ୍ରୀପାଠି, ଦୁର୍ଗାପୁଜା କମିଟି ସଭାପତି ସନ୍ତୋଷ ପଣ୍ଡା,ବିନିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀକୁମାର ରଥ, ବିଡ଼ିଓ ଡ଼. ବ୍ୟାସଦେବ ବେହେରା,ଧିରେନ୍ଦ୍ର ନାୟକ,ଆନନ୍ଦ କୁମାର ବାବୁ, ସରଜନ ଅଗ୍ରୱାଲ,କିଶୋର ପାଣିଗ୍ରାହୀ ,ଗଜିନ୍ଦ୍ରେ ମିଶ୍ର, ଗୈତମ ମିଶ୍ର,ଗୀତା ଦେବତା, ଉଷତ କର, ସୁଧାଂଶୁ ଶେଖର ପଣ୍ଡା, ବିରେନ୍ଦ୍ର ପୋଢ଼, ରେଖା ପଧାନ,ମନୋରଞ୍ଜନ ମିଶ୍ର, ଗରିବ ସାଲିମା, ଦ୍ୱାରିକା  ନାଥ ସାହୁ, ଅଶୋକ ପୃଷ୍ଟି,ବିଶ୍ୱମ୍ବର ମିଶ୍ର, ପ୍ରଦିପ ବାଗ,ବିଜୟ ବରାଇ ,ଜିତୁ ମଲ୍ଲିକ , ଲକ୍ଷ୍ମଣ ସାହୁ, ମ‌ନୋଜ ସାହୁ, ମହେଶର ମହାକୁର,  ସପ୍ନେଶ୍ବର ମହାକୁର, ପ୍ରଦିପ ସେଠି,ମୋହନ ମହାନନ୍ଦ,ଭୂବନେଶ୍ବର ପଧାନ,ଅରୁଣ ପଣ୍ଡା, ଦେବଦତ୍ତ ପଣ୍ଡା ସୁଧିର ଭେଷେରା, ଧୁବଲେ ବାଗ, ଡ଼ିଲେସ୍ୱର  ହାତୀ, ଚକ୍ରଧର ମିଶ୍ର, ଜୟନାରାୟଣ ପଣ୍ଡା, ଜୟ ମଙ୍ଗଳ ବିଶି,ବିନୋଦ ବିହାରି ନାଏକ, କାହ୍ନୁ କର୍ଣ୍ଣ,ପ୍ରକାଶ ଅଗ୍ରୱାଲ, ଦୁର୍ଯ୍ୟେଧନ ମେହେର, ବିପ୍ର ମହାନନ୍ଦ,ପ୍ରମୁଖ ଉପସ୍ତିତ ଥିଲେ.ସୃତି ସଭା ପରେ ସେହି ମଞ୍ଚରେ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା. ଗାଇକା ରୋଜି ବରିହା,ଗାୟକ କାମ୍ପଳ ପଣ୍ଡା, ଦେବଦତ୍ତ ପଣ୍ଡା, ଡ଼. ଅନିରୁଦ୍ଧ କୁରକୁରିଆ, ବ୍ୟାସ -ଅଜିତ ପଣ୍ଡା, ତବଳା -ଭକ୍ତ ପ୍ରହଲ୍ଲାଦ ସାହୁ, ହାରମନିୟମ- ସୁବାସ ପାତ୍ର  ପ୍ରମୁଖ ଭଜନ ଗାନ କରିଥିଲେ.ଦିପାନ୍ବିତା ମାହାଣା ଗାୟକ ଓ ଅନ୍ୟମାନଙ୍କୁ ଓପଢ଼ୋକନ ଦେଇ ସମ୍ମାନିତ କରିଥିଲେ.ସମ୍ବାଦ ଓ ଆମ ଓଡ଼ିଶା ମିଲିତ ଅନୁକୁଲ୍ୟରେ ମାଗଣା ଚକ୍ଷୁପରିକ୍ଷା ଶିବିର,ବୟୋଜେଷ୍ଟ ମାଦନଙ୍କର ସୁଗର ,ବିପି ପରିକ୍ଷା, ସ୍ତ୍ରୀ ଓ ପ୍ରସୁତି ବିଭାଗ, ଓ ସରଜରୀ ତଥା  ଅନ୍ୟନ୍ୟ ବିଭାଗିୟ ଅଭିଜ୍ଞ ବିଶେଷଜ୍ଞ ମାନେ ବିନିକା ଆସି ଜନସାଧାରଣଙ୍କୁ ମାଗଣା ସେବା ଯୋଗାଇ ଥିଲେ.ଏହି  ଚକ୍ଷୁ ପରୀକ୍ଷା ବିରରେ ସମ୍ବଲପୁର ତ୍ରିଲୋଚନ  ନେତ୍ରାଳୟ  ଛିକିତ୍ସା କେନ୍ଦ୍ର ଡ଼. ଅଶ୍ବନିକା କୁମ୍ଭକାର, ସୁମନ୍ତ ଭୋଇ, କରିଷ୍ମା, ଭବିଶ୍ମିତା, ଅମିଶା, ଜଗନ୍ନାଥ ଓ ସୁମନ ପ୍ରମୁଖ ବିନିକା ଏନଏସି ରିସୋସେଣ୍ଟର ଠାରେ ୧୫୬ ଜଣଙ୍କ କମ୍ପୁଟର ପରିକ୍ଷା କରି ୩୩ ଜଣଙ୍କୁ ଆଖି ଅପରେଶନ କରିବାପାଇଁ ମନୋନିତ କରିଥିଲେ. ସେଥିରୁ ୧୫ ଜଣଙ୍କୁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ମାଗଣାରେ ଅସ୍ଥୋପଚାର ପାଇଁ ନେଇଛନ୍ତି. ଏଥିରେ  ମହେଶ ବିଶି, ବିନୋଦ ବିହାରୀ ନାୟକ, ନିଲମଣୀ ସାହୁ, ଗୋପାଳକୃର୍ଷ୍ଣ ମହାଲିଙ୍ଗ, ସେହିପରି ବୁଲ୍ଲା ଭିମସାର ସ୍ତ୍ରୀ ଓ ପ୍ରସୁତି ବିଭାଗ ବିଶେଷଜ୍ଞ ଡ଼ା ବେଣୁଧର ପାଣ୍ଡେ ଓ ଡ଼ା ସ୍ୱରାଜ ନନ୍ଦିନି ପାଣ୍ଡେ, ଜିଲ୍ଲା ଗ୍ରନ୍ଥାଲୟ ଶାଖା ବିନିକା ଠାରେ ୨୭ ଜଣ ମହିଲା ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ  ସେବା ଯୋଗାଇ ଦେଇଥିଲେ. ଏଥିରେ ଗୀତା ଦେବତା , କାଜଳ ପଣ୍ଡା,ଆରାଧ୍ୟା ପଣ୍ଡା, ମାନଶ ଶର୍ମା, ନବିନ ପୁରୋହିତ, ସୋମନାଥ ମେହେର, ବୁଲୁ ଦାଣ୍ଡିଆ,ଗୋପାଳ ବାଘ,  ପ୍ରମୁଖ ସହଯୋଗ କରିଥିଲେ.
ବୁଲ୍ଲା ଭିମସାର ପୁର୍ବତନ ନିର୍ଦ୍ଦେଶକ  ଅଶ୍ବିନି ପୂଜାହାରୀ ବିନିକା ଟାଉନ ହଲଠାରେ ମାଗଣାରେ  ୮୪ ଜଣଙ୍କୁ ସରଜରି ତଥା ଅନ୍ୟାନ୍ୟ ରୋଗ ଉପରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାସ ୯୮ଜଣ ସୁଗର ଓ ୯୮ ଜଣଙ୍କୁ ବିପି ପରିକ୍ଷା କରି ସେବା ଯୋଗାଇଥିଲେ. ଏଥିରେ    ପଙ୍କଜ ସାହୁ ,ପ୍ରମୋଦ ଥନାପତି, ବାବୁଲୁ ପୁରୋହିତ, ପ୍ରମୋଦ କୁମାର ପଣ୍ଡା ,ମନୋରଞ୍ଜନ ମିଶ୍ର, ସଭାପତି ପ୍ରୀୟରଞ୍ଜନ ହୋତା,  ଭୁବନେସ୍ୱର ସାହୁ, ବିଶ୍ପ ମହାକୁର, ବାସୁଦେବ ପଣ୍ଡା, କୁନୁ ପଣ୍ଡା, ଜିତୂ ସେଟ,ଦିଲ୍ଳିପ ସାହୁ, ବନମାଲି ପଣ୍ଡା,କ୍ଷିରସାଗର ବିଭାର,ସମ୍ବିତ ନେପାକ, ଦୀପାନ୍ବିତ ମାହାଣା,ଆନନ୍ଦ କୁମାର ବାବୁ, ସରଜନ ଅଗ୍ରୱାଲ,ପପୁନ ଜାଲ, ସୈମିତ୍ରୀ ପତି,ଆହ୍ୱାନ ସାହୁ,ଚୈତନ୍ୟ ବେହେରା,ପ୍ରଫୁଲ୍ଲା ଦେହେରୀ, ବିକ୍ରମ ପୂଜାହାରୀ ,କୋଷାଧକ୍ଷ୍ୟ – ଅର୍ଚ୍ଚନା ପୂଜାହାରୀ ପ୍ରମୁଖ ସହଯୋଗ କରିଥିଲେ.  
ପ୍ରଥମ  ଶ୍ରାଦ୍ଦ ବାର୍ଷିକି ଉପଳକ୍ଷେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବର ଅଭିଜିତ ପୂଜାହାରୀ ରାଜ୍ୟ ସ୍ତରିୟ ସୃତିକମିଟି  ପକ୍ଷରୁ  ବିନିକା ଏନଏସି ଟାଉନହଲ ଠାରେ  ଅନୁଷ୍ଟିତ ହୋଇଯାଇଛି. ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତି , ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଭୁଏ,ବିନିକା ବ୍ଲକ ପୁର୍ବତନ ଅଧ୍ୟକ୍ଷ ତଥା ବିଜୁ ଜନତାଦଳ ଜିଲ୍ଲା ଯୁବ ସଭାପତି ଅଶୋକ କୁମାର ନନ୍ଦ,ଭିମସାର ତ୍ସୀ ଓ ପ୍ରସୁତି ବିଶେଷଜ୍ଞ ବେଣୁଧର ପାଣ୍ଡେ ,ସମ୍ବାଦ ସମ୍ବଳପୁର ସଂସ୍କରଣ ଉପ ମହାପ୍ରବନ୍ଧକ ସୁବ୍ରତ ନାୟକ, ଆବାହକ ଭିମସାର ପୁର୍ବତନ ଡ଼ାଇରେକ୍ଟର ଅଶ୍ବିନି ପୂଜାହାରୀ, ଶିକ୍ଷାବିତ ପ୍ରମୋଦ କୁମାର ପଣ୍ଡା ,ସୃତି କମିଟି ସଭାପତି ପ୍ରୀୟରଞ୍ଜନ ହୋତା, ସମ୍ପାଦକ ଆଦିତ୍ୟ ପୂରୋହିତ, ପ୍ରମୁଖ ଉପସ୍ତିତରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀଦାଶ ଫିତାକାଟି ରକ୍ତଦାନ ଶିବିର ,ଚକ୍ଷୁ ପରିକ୍ଷା ଶିବିର, ସ୍ବାସ୍ଥ୍ୟ ପରାମର୍ଶ ଶିବିରକୁ ଉଦଘାଟନ କରିଥିଲେ ା  ଏଥିରେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା, ବିନିକା କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀକୁମାର ରଥ  ବିନିକା ଆଇଆଇସି ପବିତ୍ର ସାହୁ, ସିଡ଼ିପିଓ ଲକ୍ଷ୍ମିପ୍ରୀୟ ମିଶ୍ର, ବିନିକା ପୁରୂଣା ବସଷ୍ଟାନ ଦୁର୍ଗପୁଜା କମିଟି ସଭାପତି ସନ୍ତୋଷ ପଣ୍ଡା, ମନୋରଞ୍ଜନ ମିଶ୍ର, ଗରିବ ସାଲିମା,  ସୁର୍ଯ୍ୟନାରାୟଣ ସାହୁ, ସୋମନାଥ ମିଶ୍ର,ରେଖା ପଧାନ,ଆଧାର ଓଡ଼ିଶାର କିଶୋର ଚନ୍ଦ୍ର ପାଢ଼ି, ଶିବ ପ୍ରଶାଦ ସା‌ଶମଲ, ରାଜେନ୍ଦ୍ର କୁମାର ସାହୁ,ଭୁବନେସ୍ୱର ପଧାନ, ମାନସ ମଲ୍ଲିକ, ଗଣପତି କ୍ଳବ ଚ୍ୟାରମେନ ନିଳମଣୀ ସାହୁ,ସଭାପତି ପ୍ରହଲ୍ଲାଦ ପୋଢ଼, ଭାଗରଥି ସାହୁ, ସନ୍ତୋଷ ପଧାନ, ଜିତୁ ସେଟ, ସଦାନନ୍ଦ ଥନାପତି, ଗୁପ୍ତେଶ୍ବର ପୁଢ଼, ଗର୍ଦ୍ଧପ ମାହାର, ଶ୍ରୀକାନ୍ତ  ସାହୁ,କାହ୍ନୁ କର୍ଣ୍ଣ ,ଜୟନାରାୟଣ ପଣ୍ଡା, ପଲସ୍ତି ସାହୁ, ପ୍ରକାଶ ପଧାନ, ଆହ୍ବାନ ସାହୁ, ସୃତି କମିଟି ଉପସଭାପତି ସମ୍ବିତ ନେପାକ, ବାବୁଲାଲ ପୂରୋହିତ ,କ୍ଷିର ସାଗର ବିଭାର,କୋଷାଧକ୍ଷ୍ୟ – ଅର୍ଚ୍ଚନା ପୂଜାହାରୀ ,ସହକୋଷାଧକ୍ଷ  ସୁବ୍ରତ ପତି,ମନରଞ୍ଜନ ପୂଜାହାରୀ, ଆନନ୍ଦ ବାବୁ, ସରଜନ ଅଗ୍ରୱାଲ, ଚିର୍ତ୍ତରଞ୍ଜନ ସେଟ, ମାନଶ ଶର୍ମା,ମହେଶ ବିଶି, ସୁରଥ ପତି, ଯମୁନା ପତୀ ,ହରସିତ ପତି, ରିହାନ୍ତ ପତି, ସୁବର୍ଣ୍ଣ ପଣ୍ଡା,ଦିଲ୍ଲିପ କୁମାର ସାହୁ,ବିନୋଦ ବିହାରୀ ନାଏକ, ବିଶ୍ବନାଥ ମିଶ୍ର, ହିମାଂଶୁ ଭୁଷଣ ପଣ୍ଡା, ଅନୁପମା ସାହୁ,ବୃଷଭ ମାହାଣା, ସୈମିତ୍ରି ପତୀ,ସନାତନ ପୂଜାହାରୀ, ଚୈତନ୍ୟ ବେହେରା,ପ୍ରଦିପ ବାଗ, ସୁବ୍ରତ ମିଶ୍ର,ଦେବଦତ୍ତ ପଣ୍ଡା, କୁଶ ବଘାର, ଭାଗିରଥି ସାହୁ, ରମେଶ ସେଠୀ, ଦିପାନ୍ନିତା ମାହାଣା, ପ୍ରଶାନ୍ତ ଦଣ୍ଡସେନା,ଗୀତା ଦେବତା  ସମ୍ବିତା ମେହେର,କାଜଳ ପଣ୍ଡା, ମାନଶ ଶର୍ମା, ,ମଧୁସୁଦନ କ୍ଷେତି, ମିତା ମେହେର ,ପଙ୍କଜିନି ବାଗ,ମହେଶ ବିଶି, ଭୁବନେଶ୍ବର ସାହୁ, ବିକାଶ ଦାସ,ବାସୁଦେବ ପଣ୍ଡା,ପ୍ରବିର ବଡ଼ପଣ୍ଡା,ଯୁଗେସ୍ୱର ନାୟକ,ନରେନ୍ଦ୍ର ପୁରୋହିତ,ରାମଚନ୍ଦ୍ର ଦାସ,ରଜତ ପଧାନ, ରବିନ୍ଦ୍ର ପାତ୍ର, ସମ୍ବଲପୁର ସମ୍ବାଦ ଶାଖା ପରିଚାଳକ ଗଜେନ୍ଦ୍ର ମଲ୍ଲିକ,ପ୍ରଶାର ବିଭାଗ ମେନେଜର , ଦିବ୍ୟରଞ୍ଜନ ମହାପାତ୍ର, ସମ୍ବଲପୁର ସମ୍ବାଦ ପ୍ରତିନିଧି ରନ୍ତ୍ରାକର ଭୋଇ, ସମେତ ବିନିକା ପୁରୂଣା ବସଷ୍ଟାନ ଦୁର୍ଗପୁଜା କମିଟି, ମହାନଦୀ ସଂଙ୍ଗଠନ, ମହାଦେପାଲ ଡ଼୍ରାଇଭର ସଂଘ  ଓ ବିନିକା ଅଟୋକ ମାଲିକ ସଂଘକର୍ମକର୍ତ୍ତା ସମେତ ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ.ବୁଲ୍ଲା ରକ୍ତଭଣ୍ଡାର ଡ଼.ଶୁଭସଙ୍କେତ ପରିଡ଼ା, ଦେବାସିଶ ମିଶ୍ର ,ମଣ୍ଟୁ ପଧାନ, ପାଇନୁ ଭୋଇ, କରୁଣାକର ସାହୁ, ପ୍ରମୁକ ରକ୍ତ ସଂଗ୍ରହ କରିଥିଲେ.
 ରକ୍ତଦାତା ଜିବନ ଦାତା ସୁନୀଲ କୁମାର ମେହେର ,ଅଭିଲାଷ ମିଶ୍ର, ରମାକାନ୍ତ ସାହୁ, ଗର୍ନ୍ଧବ ମାହାରା, ଶ୍ୟାମ ବାଗ୍, ବାଳଗୋପାଳ ପଣ୍ଡା, ବିଶ୍ବଦେବ ବଡ଼ପଣ୍ଡା, କୁଶ ପଧାନ , ମାନସ ମଲ୍ଲିକ, ବନମାଲି ପଣ୍ଡା, ସୁମନ୍ତ ମହାକୁର, ଶ୍ରୀତମ ପୂଝାରୀ, ଅନିଲ ମାହାର, ଶ୍ରୀକାନ୍ତ ସାହୁ, ରବିନାରାୟଣ ବେହେରା, ଭଜନ ନାଏକ, ବିପ୍ର ମହାନନ୍ଦ, ଅଜୁର୍ନ ସାହୁ, ପଶୁର୍ରାମ ଜେନା , ହିମାଂଶୁ ଶେଖର ତ୍ରିପାଠୀ, ମକୁନ୍ଦ ପୂରୋହିତ, ପ୍ରଫୁଲ୍ଲ ଦେହେରି, ସୁଶାନ୍ତ ଭୋଇ ,  ସନ୍ତୋଷ ମେହେର, ରାଜେଶ କୁମାର ପଧାନ, ଚନ୍ଦ୍ରକାନ୍ତ ପଧାନ , ପିତାମ୍ବର ବିଶ୍ବାଲ ,  ଟୁପେଶ୍ବର ମାଝି, ବିଶ୍ବନାଥ ପା‌ଣ୍ଡେ , ସାନ୍ତନୁ ମୁଦୁଲି , ସଞ୍ଜିବ ମହାଲିକ, ଆଦିତ୍ୟ ପ୍ରଶାଦ ସାହୁ, ରାକେଶ ଦାସ, କୁଶଲେଶ୍ବର ଦାସ, ବିଶ୍ପ ମହାକୁର, ଆଶିଷ କୁମାର ଭୋଇ ,ଅଶ୍ପିନି ଦୀପ, ରବି ମେହେର, ଗିରିଧାରୀ ମେହେର, ବିକ୍ରମ ପୂଜାହାରୀ , ରଞ୍ଜିତ୍ ପୁଟେଲ, ମିଟୁ ମାହାକୁର , ଲକ୍ଷ୍ମି ନାରାୟଣ ପଲିଆ,ସୁରଜ ମେହେର,ହୃଷିକେଶ ମେହେର, ରିଙ୍କୁ ସାହୁ, -ସୁବ୍ରତ କୂମାର ପତି, ଲକ୍ଷ୍ମୀ ପୋଢ଼ , ଗୋବିନ୍ଦ ମାହାଣା  ପୁଅ-ଗ୍ୟାନେନ୍ଦ୍ର ମାହାଣା, ଭୁବନେଶ୍ୱର ପଧାନ ,ତ୍ସୀ କଳ୍ପନା ପଧାନ ,୰ ଅଭିଜିତ  ପୂଜାହାରୀଙ୍କ ବାପା ଅକ୍ଷୟ କୁମାର ପୂଜାହାରୀ,ଭଉଣୀ  -ଅର୍ଚ୍ଚନା ପୁଜାହାରୀ ପ୍ରମୁଖ ରକ୍ତଦାନ କରିଥିଲେ.

 

 

Recent Comments

Leave Comments

Top