logo
add image
ଅଭିଜିତ ପୂଜାହାରୀ ରାଜ୍ୟ ସୃତିକମିଟି ପକ୍ଷରୁ ଆସନ୍ତା ୧୨/୧୦/୨୨(ବୁଧବାର ବିନିକା ଟାଉନହଲ ଠାରେ)ଏକ ସ୍ୱେଚ୍ଛାକୃତ ରକ୍ତ ଦାନାଶିବିର ଅନୁଷ୍ଠିତ ହେବ  

ଅଭିଜିତ ପୂଜାହାରୀ ରାଜ୍ୟ ସୃତିକମିଟି ପକ୍ଷରୁ ଆସନ୍ତା ୧୨/୧୦/୨୨(ବୁଧବାର ବିନିକା ଟାଉନହଲ ଠାରେ)ଏକ ସ୍ୱେଚ୍ଛାକୃତ ରକ୍ତ ଦାନାଶିବିର ଅନୁଷ୍ଠିତ ହେବ  

ଯୁବ ଅଭିନେତା ଅଭିଜିତ ପୂଜାହାରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜନତାଙ୍କ ହିତ ଦୃଷ୍ଟିରୁ ଅଭିଜିତ ପୂଜାହାରୀ ରାଜ୍ୟ ସୃତିକମିଟି  ପକ୍ଷରୁ ଆସନ୍ତା ୧୨-୧୦-୨୨(ବୁଧବାର ଦିନ -୯ ଘଣ୍ଟାରୁ ୨ ଘଣ୍ଟା ପର୍ଯ୍ୟନ୍ତବିନିକା ଟାଉନ୍ ହଲ୍ ଠାରେ ( ପୁରୁଣା ବସଷ୍ଟାଣ୍ଡ ଦୁର୍ଗାମନ୍ଦିର ନିକଟରେ )ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଓ ମାଗଣା ଚକ୍ଷୁ ପରୀକ୍ଷା ଏବଂ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଦ୍ୱାରା ମାଗଣା ପରୀକ୍ଷା ଶିବିର ଅନୁଷ୍ଠିତ ହେବ.ତେଣୁ ତଳେ ଦିଆଯାଇଥିବା ମୋବାଇଲ ନମ୍ବର ମାଧ୍ୟମରେ ରେଜିଷ୍ଟେସନ କରି ଏହାର ସୁବିଧା ନେବାକୁ ଅଭିଜିତ ପୂଜାହାରୀ ରାଜ୍ୟ ସୃତିକମିଟି ପକ୍ଷରୁ ଅନୁରୋଧ କରାଯାଇଛି.ଉକ୍ତ କାର୍ଯ୍ୟକ୍ରମ ପାଇଁ ସମୟ ସୀମା ନିର୍ଧାରଣ କରାଯାଇଛି.ଏହିସମୟ ସୀମା ଭିତରେ ଆପଣମାନେ ଏହାର ସୁବିଧା ନେବାକୁ କମିଟି ତରଫରୁ ଅନୁରୋଧ. (୧)- ସ୍ଵେଚ୍ଛାକୃତ ରକ୍ତଦାନ, (୨ )- ଚକ୍ଷୁ ପରିକ୍ଷି ଶିଵିର,(୩)- ସ୍ଵାସ୍ଥ୍ୟ  ପରାମର୍ଶ ଶିବିର,ପାଇଁ  ଡ. ଅଶ୍ଵିନୀ ପୂଜାହିରୀ  (ସର୍ଜରୀ ପ୍ରଫେସର) ଉପସ୍ଥିତ ରହି ବୟଜଷ୍ଠ ବ୍ୟକ୍ତି ମାନଙ୍କ ପାଇଁ ମାଗଣା ସୁଗର ,ଵିପି ପରିକ୍ଷା କରିବା ସହ ସର୍ଜରୀ ସମସ୍ୟା ଯଥା ପେଟରୋଗ, ହାନ୍ନିଆ ,ହାଇଡ୍ରୋସିଲ,ତଥା ଅନ୍ୟାନ୍ୟ ସ୍ଵାସ୍ଥ୍ୟ ଉପରେ ପରାମର୍ଶ  ନେଇ ପାରିବେ ।୨-ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ବେଣୁଧର ପାଣ୍ଡେ ଓ  O & G ସ୍ଵରାଜ ନନ୍ଦିନୀ ପାଣ୍ଡେ ଉପସ୍ଥିତି ରହି ମହିଳା ମାନଙ୍କୂ ମାଗଣାରେ ସ୍ଵାସ୍ଥ୍ୟ ସେବା ଯୋଗାଇଵେ।ଏଣୂ ଯେଉଁମାନେ ମାଗଣା ସ୍ଵାସ୍ଥ୍ୟ ସେବାର ଲାଭ ନେବାକୁ ଚାହାନ୍ତି ତୁରନ୍ତ ନାମ ପଞ୍ଜିକୃତ କରନ୍ତୁ।କାରଣ ସ୍ଵଳ୍ପ ସମୟ ହେଊଥିବାରୁ ଗାଇନିକ ବିଭାଗ ପାଇଁ ସଵନିମ୍ନ ୫୦ ଜଣ ମଧ୍ୟରେ ସ୍ଵାସ୍ଥ୍ୟସେବା ଯୋଗାଇଦେବାକୁ ସମ୍ଭବ ହୋଇ ପାରିବ ।ଏଣୂ ତୁରନ୍ତ ସ୍ଵାସ୍ତ୍ୟସେବା ପାଇଁ ଓ ରକ୍ତଦାନ ପାଇଁ ୯୫୫୬୩ ୯୧୧୬୩, ୮୧୪୪୨ ୫୭୪୦୬,୯୯୩୭୭ ୩୫୯୮୯ଯୋଗାଯୋଗ କରି ନାମ ପଞ୍ଜିକୃତ କରିବାକୁ ଅଭିଜିତ ରାଜ୍ୟ ସୃତି କମିଟି ପକ୍ଷରୁ ଜନସାଧାରଣଙ୍କୁ ନିଵେଦନ କରାଯାଉଛି ।୪-ଦିବା ୨ଘଣ୍ଟାରୁ ଭଜନସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ ଏଥିରେ ସାମିଲ ହେଵାକୁ ଅନୁରୋଧ।

Recent Comments

Leave Comments

Top