logo
add image
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତ୍ତମ ଜନ୍ମ ଦିବସରେ ଡେରଙ୍ଗ ପକ୍ଷ୍ୟରୁ ରକ୍ତଦାନ ଶିବିର

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତ୍ତମ ଜନ୍ମ ଦିବସରେ ଡେରଙ୍ଗ ପକ୍ଷ୍ୟରୁ ରକ୍ତଦାନ ଶିବିର

କଣିହାଁ/୨୪l ୯/୨୦୨୨/ (ଆଧାର ନ୍ୟୁଜ) ଅନୁଗୋଳଜିଲା କଣିହାଁ ବ୍ଲକ ଡେରଙ୍ଗ ପଞ୍ଚଯାତ ବିଜେପି ପକ୍ଷ୍ୟରୁ ଡେରଙ୍ଗ ପଞ୍ଚଯାତ ଅଫିସଠାରେ ଶନିବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି .ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି, ସୁବଧ ପାଣି,ସୁମନ୍ତ ପ୍ରଧାନ, ଲୋକନାଥ ସାହୁ, ବିନୟ ପ୍ରଧାନ,ଜ୍ୟୋତି ରଞ୍ଜନ ଧର, ବବୁଲୁ ସାହୁ,ସଂଯୁକ୍ତା ବେହେରା,ସନ୍ତୋଷ  ବେହେରା,ହରେକୃଷ୍ଣ ପ୍ରଧାନ,ଶ୍ରବଣ ସାହୁ,ନିଶାମଣି ବେହେରା, କଳାକର ପ୍ରଧାନ, ସୁମନ୍ତ ମହାନ୍ତି, ଶିବିରରେ,ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ  l ଜିନ୍ଦଲ କମ୍ପାନୀର ୫0 ଜଣ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ,ଶିବିରରୁ ୧୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା l ରକ୍ତଦାନ ଦାତାଙ୍କ ନାମ,ସ୍ୱପ୍ନା କୁମାର ହାଭେଲି, ଅନିଧ୍ୟା ଜ୍ୟୋତି ଶଙ୍କର, କୃଷ୍ଣଚନ୍ଦ୍ର ନାଏକ, ସଞ୍ଜୟ ପ୍ରଧାନ, ପ୍ରଶାନ୍ତ ନାଏକ, ମାନସ ନାଏକ, ଗୋଲେଖ ନାଏକ, ଦିଲ୍ଲୀପ ସାହୁ, ସଞ୍ଜୟ ପ୍ରଧାନ, ଭକ୍ତ ଚୁର, ନୃସିଂହ ଭୋଇ, ଅନିଲ ସାହୁ, ରବି ନାରାୟଣ ସାହୁ, ସନ୍ତୋଷ ପ୍ରଧାନ, ପଦ୍ମ ଲୋଚନ ଦେହୁରୀ,ଦିଲ୍ଲୀପ ସାହୁ, ସୁଶାନ୍ତ ପ୍ରଧାନ,କୈଳାସ ସାହୁ,ବିମଳ ମହାନ୍ତି,ପରେଶ ସାହୁ, ଲିଚୁସାହୁ, ବିମଳ ଜେନା, ମାନସ ପ୍ରଧାନ, କାଳିଆ ସାହୁ, ପ୍ରଭାକର ରାଉଳ, ଉମାକାନ୍ତ ସାହୁ, ଟୁହିନ ଶାନ୍ୟାଲ, ପ୍ରତିମା ସାହୁ, ବିନୟ ସାହୁ, କ୍ଷୀରୋଦ ବସନ୍ତରାୟ, ରଞ୍ଜଭି ଜୟ କୁମାର, ନବ କିଶୋର ମହାପାତ୍ର, ଧୀରଜ ତିୱାରୀ, ଦୀପକ ସାହୁ,ସନୁ କୁମାର, କେ, ପୁରୁସିତମ୍ ମହାରଥୀ, ଯଦୁ ମଣି ବିଶ୍ଵାଳ, ହର ଦୟାଲ ସିଂହ, ଦିଗମ୍ବର ଦେସିନ, ଆରତ ପ୍ରଧାନ, ଜୀତେନ୍ଦ୍ର ମହାନ୍ତି, ଅଜୟ ଗଡ଼ନାୟକ, ବିଶ୍ଵନାଥ ପ୍ରଧାନ, ଝୁଲଣ ପ୍ରଧାନ, ଚନ୍ଦନ ସାହୁ, ମାନସ ଚନ୍ଦ୍ର ସାହୁ, ଅନିଲ କୁମାର, ଚିତ୍ତ ରଞ୍ଜନ ପ୍ରଧାନ, ଅଜିତ ପ୍ରଧାନ, ମଳୟ ଜେନା, ମୁନା ବେହେରା, ପଙ୍କଜ ପ୍ରଧାନ, ସୁଦାମ ମୁଣ୍ଡା, ବିଜୟ ସାହୁ, ପ୍ରଶାନ୍ତ ମୁଣ୍ଡା, ଯତୀନ ସାହୁ, ଦୁଷ୍ମନ୍ତ ପ୍ରଧାନ, ଦିପୁ ପ୍ରଧାନ, ବସନ୍ତ ମାଝୀ,ଲେମ୍ବୁ ପ୍ରଧାନ, ଶରତ ଚନ୍ଦ୍ର ସାହୁ, ଅଭିରାମ ପ୍ରଧାନ, ଶିବ ରାମ ଦେହୁରୀ, ବିଜ୍ଞାନୀ ସାହୁ, ସତ୍ୟଜିତ ବେହେରା, ଅନିଲ ବେହେରା, ରମେଶ ବେହେରା, ପ୍ରଶାନ୍ତ ସାହୁ, ସୁଧାକର ସାହୁ, ହରେକୃଷ୍ଣ ପ୍ରଧାନ, ନବୀନ ପ୍ରଧାନ, ନରେନ୍ଦ୍ର ବେହେରା, ମିଲୁ ପ୍ରଧାନ, ସୌମ୍ୟ ରଞ୍ଜନ ସାହୁ, ସଲୁ ସାହୁ, ଜିତୁ ମହାନ୍ତି, ଚିନ୍ମୟ ପ୍ରଧାନ, ସୁଜିତ ସାହୁ, ବବୁଲ ସାହୁ, ସୁକାନ୍ତ ପ୍ରଧାନ, ଭଗବାନ ନାଏକ, ସୁଦୀପ ଧଲେଇ, ବବୁଲ ସାହୁ, କରୁଣାକର ମହାନ୍ତି , ଦେବାଶିଷ ସାହୁ, ଦୁଷ୍ମନ୍ତ ସାହୁ, ଶୁକଦେବ ସାହୁ, ମଧୁ ସୁଦନ ଦେହୁରୀ, ଅଜିତ ସାହୁ, ରାଜ କିଶୋର ବେହେରା, ବନମାଳୀ ପ୍ରଧାନ, ଶରତ ପ୍ରଧାନ, ରମଣ ମହାନ୍ତି, ଲିଙ୍ଗରାଜ ସାହୁ, ଦୀନବନ୍ଧୁ ସାହୁ, ରାମଚନ୍ଦ୍ର ପ୍ରଧାନ, ବଳଭଦ୍ର ବେହେରା, ନେଙ୍କୁରୀ ପ୍ରଧାନ, ସତ୍ୟବ୍ରତ ସାହୁ, ଆରତ ବେହେରା, ସିପୁନ ବେହେରା, ଦିନେଶ ସାହୁ, କନ୍ଦର୍ପ ବେହେରା, ଲୋକନାଥ ସାହୁ, ବିଶ୍ଵାମିତ୍ର ସାହୁ, ସ୍ୱାଭିମାନ ପରିଡ଼ା, ସୌମ୍ୟ ସଭାମ ବରାଳ, ରବି ନାରାୟଣ ବୈତାରୁ, ତାପସ ବେହେରା, ନନ୍ଦ ଗୋଚ୍ଛାୟତ, ଅଭିନାସ ଦୁର୍ଗା, ଜ୍ଞାନ ରଂଜନ ଦାସ, ଏ, ଚିକୁନ, ପ୍ରଧାନ, ଦେବହରି ନାୟକ, ଅନିଲ ସାହୁ, ସମ୍ପଦ ପ୍ରଧାନ, ପବିତ୍ର ନାଏକ, ସର୍ବେଶ୍ଵର ସାମନ୍ତରାୟ, ଶିବିର ପରିଚାଳନା କରିଥିଲେ, ଟିକନ ମହାନ୍ତି, ଦା ଶରଥି ମହାନ୍ତି, ହୃଦୟ ପ୍ରଧାନ, ଅନାଦି ସାହୁ,ସଞ୍ଜୟ ବେହେରା, ସହିତ ବିଜେପିର କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ l 

Recent Comments

Leave Comments

Top