logo
add image
କେନ୍ଦୁମୁଣ୍ଡାରେ ଡାଇରିଆ ଆତଙ୍କ.

କେନ୍ଦୁମୁଣ୍ଡାରେ ଡାଇରିଆ ଆତଙ୍କ.

ସିନାପାଲି/ନୂଆପଡା/୨୨/୯/୨୨/ (ଆଧାର ନ୍ୟୁଜ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗାଁରେ ଡାଇରିଆ ରୋଗର ଆତଙ୍କ ଦେଖାଦେଇଛି । କିଛିଦିନ ହେବ କେନ୍ଦୁମୁଣ୍ଡା ଗାଁରେ ଝାଡାବାନ୍ତି ଲାଗି ରହିଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୨୦ କୁ ଛୁଇଁଲାଣି। ଆକ୍ରାନ୍ତ ମାନେ ସିନାପାଲି,ଖଡ଼ିଆଳ ଓ ନୂଆପଡା ଚିକିତ୍ସାଲୟରେ ଚିକିସିତ ହେଉଛନ୍ତି ଓ ବର୍ତ୍ତମାନ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ  ସିନାପାଲି ବ୍ଲକ ପ୍ରଶାସନ ଓ ଡାକ୍ତରଖାନାରୁ ଡାକ୍ତରୀ ଦଳ ଗାଁକୁ ଯାଇ ପ୍ରାଥମିକ ଚିକିତ୍ସା କରିବା ସହିତ ସଚେତନତା କାର୍ଯ୍ୟକ୍ରମର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି l 

Recent Comments

Leave Comments

Top