logo
add image
ନୂଆଁଖାଇ ଜୁହାର କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ।

ନୂଆଁଖାଇ ଜୁହାର କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ।

ସୁବର୍ଣପୁର/୦୫/୦୯/୨୨/ (ଆଧାର ନ୍ୟୁଜ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲିର ମହୁଲପାଲିରେ ରୁଗୁଡିପାଲି ଓ ଅଚଣ୍ଡା ଗାଁ କଲ୍ୟାଣ ସମିତି ଓ ରକ୍ତଦାତା ସଂଘର ମିଳିତ ଆନୁକୁଲ୍ୟରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟ କ୍ରମରେ ଏକ ସ୍ୱେଚ୍ଛାକୃତ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି.ଏଥିରେ ଦୁଇଜଣ ମହିଳାଙ୍କ ସମେତ ମୋଟ ୪୦ ୟୁନିଟ ରକ୍ତସଂଗ୍ରହ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ସନ୍ତୋଷ ପ୍ରଧାନ, ସମ୍ମାନିତ ଅତିଥି ଶେଷଦେବ ପାଣିଗ୍ରାହୀ, ଜିଲ୍ଲା ରକ୍ତଦାତା ସଂଘ ସୁବର୍ଣ୍ଣପୁର ପୁରର ସଭାପତି ମନୋଜ ପଣ୍ଡା,ଗାଁ କଲ୍ୟାଣ ସମିତିର ବନିତା ମହାକୁର, ସବିତା ପୁରୋହିତ, ବବିତା ନାୟକ ଆଂଚଳିକ ରକ୍ତଦାତା ସଂଘର ଯାଦବ ପ୍ରଧାନ,ଅଞ୍ଜନ ପଧାନ, ପବିତ୍ର କମ୍ଫ ଭକ୍ତରାମ ଆଡଜୁଆଲି ,ଚ୍ରୈତନ୍ୟ ପଧାନ ରକ୍ତଦାତା ମାନେ ସୁମିତ କୁମାର ମିଶ୍ର , କାର୍ତ୍ତିକ ମାଝି କୈଳାଶ ପ୍ରଧାନ,ତରୁଣୀ ସେନ ପ୍ରଧାନ,ଚିତ୍ରସେନ ପ୍ରଧାନ,ରୁଦ୍ର ଷାଣ୍ଢ,ରୋସନ ମିଶ୍ରରସାନନ୍ଦ କୁମ୍ଭାର, ଚନ୍ଦନ କର୍ଣ୍ଣ,ଦେବଷି ବାଘ,ସୁବାସ ପ୍ରଧାନ,ସନତ ପ୍ରଧାନ,ସିଲୁ ଦ୍ଵାରୀ,ଦିପକ ବସ୍ତିଆ,ଦେବାଶିଷ କମ୍ମୀ,ଜୟ କୁମାର ମହାନନ୍ଦ,ଦେବରାଜ ମହାକୁର,ଗଜାନନ ଭୋଇ .ଶିବାଜି ବିଶ୍ଵାଲ,ସତ୍ୟ ପଧାନ,ନରେନ୍ଦ୍ର କମ୍ଫ,ସଂଜୟ ବିଶ୍ଵାଲ,କୁନୁ ଜାଲ,ରାକେଶ ବାରିକ,ମାର୍କଣ୍ଡ ବଡମାଲୀ,ଲିଙ୍ଗରାଜ ନାୟକ ଚିତ୍ତରଞ୍ଜନ ପ୍ରଧାନଆଲୋକ ପ୍ରଧାନ,ଯାଦବ ପ୍ରଧାନ,ବାଲମୁକୁଦ୍ଦ ବାରିକ,ବିଦ୍ୟାଧର କର୍ଣ୍ଣ,ଅଞ୍ଜନ ପଧାନ,ତ୍ରିଲୋଚନ କମ୍ପୀ,ଗୋପବନ୍ଧୁ ପ୍ରଧାନ,ମିନତି ପଧାନଅରୂପା ପ୍ରଧାନ,ବିଶ୍ୱମ୍ବର ପ୍ରଧାନ,ସହଯୋଗ କରିଥିଲେ ,ସୁକଦେବ ପଧାନ,ପାର୍ଥବ ମିସ୍ତ୍ରୀ ,ପଞ୍ଚାନନ ଷାଣ୍ଢ ଧୃବଚରଣ ଗାଇଗରିଆ, ଲବ ବସୁ ପ୍ରମୁଖ ସହୟୋଗ କରିଥିଲେ। ରକ୍ତଦାନ କରି ଜୀବନ ରକ୍ଷା କରିବା ସକାଶେ ସମସ୍ତେ ଏଠାକୁ ମିଶି କାର୍ଯ କରିବାକୁ ସମସ୍ତ ସ୍ୱେଚ୍ଛା ସେବୀ ଆଲୋଚନା କରିଥିଲେ ।                                                   (ରିପୋର୍ଟ-ଯୁଧିଷ୍ଠିର ସାହୁ) 

Recent Comments

Leave Comments

Top