logo
add image
ହଇଜା ସଂକ୍ରମିତ ରୋଗିଙ୍କୁ ହ୍ୟାଣ୍ଡ ଓ୍ବାସ,ମାସ୍କ,ସାନିଟାଇଜର ବଣ୍ଟନ

ହଇଜା ସଂକ୍ରମିତ ରୋଗିଙ୍କୁ ହ୍ୟାଣ୍ଡ ଓ୍ବାସ,ମାସ୍କ,ସାନିଟାଇଜର ବଣ୍ଟନ

କାଶୀପୁର/ରାୟଗଡା/୦୩/୦୮/୨୦୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲା କାଶୀପୁର ବ୍ଲକରେ ହଇଜା ସଂକ୍ରମଣର ଭୟାବହତାକୁ ହୃଦବୋଧ କରି ଆଜି ବିଜୁ ଛାତ୍ର ଜନତାଦଳର ସଭାପତି ରଞ୍ଜିତ ନାଏକଙ୍କ ନେତୃତରେ ବିଜୁ ମହିଳା ଜନତା ଦଳର ସଭାନାତ୍ରୀ ରତ୍ନମାଳା ପରିଛ୍ଛା ଏବଂ ଯୁବ ବିଜୁଜନତା ଦଳର ସମସ୍ତ ଯୁବ ନେତୃତଙ୍କ ଉପସ୍ଥିତିରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଧିନ ସମସ୍ତ ରୋଗି ଏବଂ ଶର୍ଯ୍ୟାସାୟୀ ରୋଗିଙ୍କୁ ହ୍ୟାଣ୍ଡ ଓ୍ବା,ସାନିଟାଇଜର,ମାସ୍କ,ସାବୁନ ବଣ୍ଟନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ କାଶୀପୁର ସମିତି ସଭ୍ୟା ସୁମିତ୍ରା ନାଏକଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତଥିଲେ।            (ରିପୋର୍ଟ-ସହଦେଵ ସାହୁ)

Recent Comments

Leave Comments

Top