logo
add image
ହୋମଗାଡ଼ ତ୍ରିଲୋଚନ ମହାନ୍ତି (ଜଟିଆ) ଙ୍କ ଆକସ୍ମିକ ଦେହାନ୍ତ 

ହୋମଗାଡ଼ ତ୍ରିଲୋଚନ ମହାନ୍ତି (ଜଟିଆ) ଙ୍କ ଆକସ୍ମିକ ଦେହାନ୍ତ 

ଝାରସୁଗୁଡା/୦୧/୦୬/୨୦୨୨/ (ନ୍ୟୁଜ-ଆଧାର ଓଡିଶା  ) ଝାରସୁଗୁଡ଼ା ବିଟିଏମ୍ କଲୋନୀର ଜଣାଶୁଣା ହୋମଗାଡ଼ ତ୍ରିଲୋଚନ ମହାନ୍ତି (ଜଟିଆ) ଙ୍କ ଆକସ୍ମିକ ଦେହାନ୍ତ ।ଉପନିର୍ବାଚନ ଦାୟିତ୍ଵରେ ଥିବା ଆଉଜଣେ କର୍ମଚାରୀଙ୍କ ମୃତ୍ୟୁ। ଲଖନପୁର ବ୍ଲକରେ ୨୩୮ ନମ୍ବର ବୁଥରେ କାର୍ଯ୍ୟରତ ହୋମଗାର୍ଡ ତ୍ରିଲୋଚନ ମହାନ୍ତିଙ୍କ ଗତକାଲି ଡ୍ୟୁଟିରେ ଥିବା ବେଳେ ଅସୁସ୍ଥ ହୋଇ ପଡିବା ଯୋଗୁଁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଆଜି ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ସନ୍ଧ୍ୟାରେ ୧୬୯ ନମ୍ବର ବୁଥରେ କାର୍ଯ୍ୟରତ ଦ୍ଵିତୀୟ ପୋଲିଂ ଅଫିସର ଦିଲୀପ କୁମାର ଖଡ଼ିଆଙ୍କ ଦେହାନ୍ତ ହୋଇଥିଲା।                           (ରିପୋର୍ଟ-ସୁନିଲ କୁମାର ନାଥ)

Recent Comments

Leave Comments

Top