logo
add image
  ଭଦ୍ରକ ଜିଲ୍ଲା ଆରଡ଼ି ଧାମର (ମିଟୁନାନାଙ୍କୁ) ଆରୋଗ୍ୟ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ

ଭଦ୍ରକ ଜିଲ୍ଲା ଆରଡ଼ି ଧାମର (ମିଟୁନାନାଙ୍କୁ) ଆରୋଗ୍ୟ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ

ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ପୀଠ ଆରଡିର ଜଣେ ସେବାୟତ,:20:5,2022, ପରୋପକାରୀ,ଦୟାଳୁ, ମିଷ୍ଟଭାଷୀ, ଭଲ ମଣିଷଟେ ହେଉଛନ୍ତି ସମର ପାଢୀ ( ମଣ୍ଟୁଆ ନନା ) । ବିପଦ ଆପଦରେ ପଡିଥିବା ଶହଶହ ବ୍ୟକ୍ତିଙ୍କୁ ସେ ସାହାଯ୍ୟର ହାତ ବଢାଉଥିଲେ । ଆଜି ସେ ହାଇଦ୍ରାବାଦସ୍ଥିତ ଗ୍ଲୋବାଲ ହସ୍ପିଟାଲରେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । କରୋନା ମହାମାରୀବେଳେ ସେ ନିଜ ଜୀବନକୁ ପାଣି ଛଡାଇ ଲୋକମାନଙ୍କ ପାଖରେ ରିଲିଫ ଧରି ପହଞ୍ଚିଥିଲେ । ତାଙ୍କର ଲିଭର ନଷ୍ଟ ହୋଇଯାଇଛି ।ଅନ୍ୟ ଏକ ଲିଭର ଲାଗିଲେ ୪୦ ଲ଼କ୍ଷ ଟଙ୍କାର ଆବଶ୍ୟକତା ରହିଛି ।ତାଙ୍କ ପତ୍ନୀଙ୍କ ପକ୍ଷରେ ଏତେ ପରିମାଣର ଟଙ୍କା ଯୋଗାଡ କରିବା କଷ୍ଟକର ବ୍ୟାପାର । ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସେ ଓଡିଶା ବାସୀଙ୍କୁ ନିବେଦନ କରିଛନ୍ତି ।ସମୀର ପାଢୀଙ୍କ ଏଭଳି ଦୁର୍ଦିନ ସମୟରେ ଆପଣ ମାନଙ୍କ ସହାୟତା ନିହାତି ଆବଶ୍ୟକ । ଯଦି କେହି ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ସେମାନେ ଦୟାକରି ନିମ୍ନ ଲିଖିତ ଫୋନ ପେ ନମ୍ବରରେ ପଠାଇପାରିବେ କିମ୍ବା ଏହି ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ ( ୮୩୨୮୮୩୯୮୧୪) ଆପଣ ମାନଙ୍କ ୧୦୦ ଟଙ୍କା ବି ବହୁତ୍ କାମରେ ଆସିବ।ଓଡିଶା ବାସୀମାନେ ଚାହିଁଲେ ଏହି ପରାଉପକାରୀ ମଣିଷଟି ଆରୋଗ୍ୟ ହୋଇ ପୁଣିଥରେ ପୂର୍ବଭଳି ଆମ୍ଭ ମାନଙ୍କୁ ଭଲ ମଣିଷ ଟି ମିଳିଯିବ.ଆମ୍ଭେମାନେ ହୋଟେଲରେ ବସିଲେ ୧୦୦ ଟଙ୍କାରେ ଟିଫିନ ଖାଇପାରୁଛନ୍ତି .ସେହିଭଳି ଆମ୍ଭେମାନେ ଚାହିଁଲେ ଜଣେ ଭଲ ଓ ଜଣେ ପରୋପକାରୀ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିବା। ଏହି ମେସେଜକୁ ବହୁମାତ୍ରାରେ ସେୟାର କରି ମିଟୁ ନନାଙ୍କ ଜୀବନ ବନ୍ଚିଵାକୁ ଅନୁରୋଧ ।( ରିପୋର୍ଟ-ମାନୀପ୍ରସାଦ ପାଢ଼ୀ ) 

Recent Comments

Leave Comments

Top